ପ୍ରଦୂଷଣ ପ୍ରମାଣ ପତ୍ରର ପ୍ରମାଣକୁ ପୁରାପରି କରାଗଲା କୋହଳ...
ପ୍ରଦୂଷଣ ପ୍ରମାଣ ପତ୍ରର ପ୍ରମାଣକୁ ପୁରାପରି କରାଗଲା କୋହଳ...
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ତେଳ ନ ମିଳିବା ନିର୍ଦେଶ ପ୍ରତ୍ୟାହୃତ ହୋଇଛି।
ସରକାରଙ୍କ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର। ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ସପ୍ତାହେ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।