ଅଭୟାରଣ୍ୟରେ ପ୍ରଶାସନ କରିବେ ଜନ ଶୁଣାଣି...

Nov 17, 2025 - 15:30
 12
ଅଭୟାରଣ୍ୟରେ ପ୍ରଶାସନ କରିବେ ଜନ ଶୁଣାଣି...

ବାରିପଦା: ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭ୍ୟାରଣ୍ୟରେ ହେବ ଜନଶୁଣାଣି। ଅଭ୍ଯାରଣ୍ୟ ଭିତରେ ଥ‌ିବା ୩ ପଞ୍ଚାୟତବାସୀଙ୍କ ସମସ୍ୟାକୁ ନେଇ ଜନଶୁଣାଣି କରାଯିବ। ଅସୁ କୁଆଁର, ବରେହିପାଣି ଓ ଗୁଡୁଗୁଡ଼ିଆବାସୀଙ୍କ ସମସ୍ୟା ବୁଝିବ ଜିଲ୍ଲା ପ୍ରଶାସନ ।