ଆନ୍ତର୍ଜାତୀୟ ନାରୀ ଦିବସ ଅବସରରେ
ଆନ୍ତର୍ଜାତୀୟ ନାରୀ ଦିବସ ଅବସରରେ
ଆନ୍ତର୍ଜାତୀଯ ୟ ନାରୀ ଦିବସ ଅବସରରେ ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟ ଶାଖାର ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସମାଜରେ ନାରୀର ଭୂମିକା,ସଶକ୍ତିକରଣ ଓ ସମାନ ଅଧିକାର ବିଷୟରେ ଉପଲ କ୍ଷେ ଭୁବନେଶ୍ବର ଉପକଣ୍ଠରେ ଥିବା ମେଣ୍ଢାଶା ଶାଳ ଗ୍ରାମରେ ଅନୁଷ୍ଠି ତ ହୋଇଥିଲା। ଜାଗୃକତା ସୃଷ୍ଟି କରିବା
କାର୍ଯ୍ୟକ୍ରମରେ ମୁଖ୍ୟ । ଅତିଥିଭାବେ ରେଡକ୍ରସ ୱାରକିଙ୍ଗ କମିଟି ଏବଂ ଏକ୍ସକୁଟିଭି କମି କମିଟି ସଦସ୍ଯ ଶ୍ରୀଯୁକ୍ତ ସ୍ବୟଂପ୍ରକାଶ ବରାଳ ଯୋଗଦେଇ ନାରୀମାନଙ୍କର ଅବଦାନକୁ ଉଲ୍ଲେଖ କରି ସମାଜର ସମଗ୍ରିକ ଉନ୍ନତି ପାଇଁ ତାଙ୍କ ସକ୍ରିୟ ଭୂମିକାର ଆବଶ୍ୟକତା ଉପରେ ର ଜୋର ଦେଇଥିଲେ ସେହିପରି ଅନ୍ୟତମ ଅତିଥିଭାବେ ଭାରତୀୟ ରେଡକ୍ରସ ସୋସାଇଟିର ଅବୈତନିକ ସଚିବ ସଚିବ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ଚନ୍ଦ୍ର ପାତ୍ର ଯୋଗଦେଇ ସବୁବର୍ଗର ମହିଳାମାନେ ପ୍ରଚଳିତ ଆଇନର ଧାରା ଗୁଡିକ ବିଷୟରେ ଅବଗତ ହେଲେ ମହିଳା ନିର୍ଯାତନା ଓ ପକ୍ଷପାତିତା କମିବ ବୋଲି କହିଥିଳେ ଲେ ଏବଉଁ ନାରୀ ସୁରକ୍ଷା, ଶିକ୍ଷା ଓ ସ୍ବା ସମ୍ବନ୍ଧୀୟ ବିଷୟରେ ଅ ଆଲୋଚନା କରିଥିଲେ । ମେଣ୍ଢାଶାଳ ଗ୍ରାମର ସରପଂଚ ଶ୍ରୀମତୀ କୌଶଲ୍ୟା ବଳିୟାରସିଂହ କହିଥିଲେ ଯେ ନାରୀ ସଶକ୍ତିକରଣ ବିନା ସମାଜର ସଠିକ ଉନ୍ନତି ସମ୍ଭବ ନୁହେଁ ।
ଏହି ଅବସରରେ ଶ୍ରୀମତୀ । ମିନତୀ ମହାନ୍ତି, ବିନୋଦିନୀ ପାତ୍ର,ବାସନ୍ତୀ ସାମନ୍ତରାୟ ଏବଉଁ ବଉଁ ପିଙ୍କି ପରିଡା ଇତ୍ୟାଦିଙ୍କୁ ସମ୍ବନ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ,ସ୍ଥାନୀୟ ନାଗରିକ ଓ ଅନ୍ୟାନ୍ୟ ଅତିଥିମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ I
ଶେଷରେ ସମସ୍ତଙ୍କୁ ଭାରତୀ କର ଧନ୍ୟବାଦଦେଇଥିଲେ I ଭାରତୀୟ ରେଡକ୍ରସ ସୋସାଇଟ, ଓଡିଶା ରାଜ୍ୟ ଶାଖାର ପରିବାର ପରାମର୍ଶଦାତ୍ରୀ ବିଜୟାଲକ୍ଷ୍ମୀ