"ଆମ ପରମ୍ପରା" ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୨୫ ବର୍ଷ ହେଲା ବୋଇତ ବନ୍ଦାଣ ଉତ୍ସବ ଚାନ୍ଦବାଲି ଠାରେ ପାଳିତ ହୋଇ ଆସୁଛି |
"ଆମ ପରମ୍ପରା" ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୨୫ ବର୍ଷ ହେଲା ବୋଇତ ବନ୍ଦାଣ ଉତ୍ସବ ଚାନ୍ଦବାଲି ଠାରେ ପାଳିତ ହୋଇ ଆସୁଛି |
ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ପ୍ରକୃତ ନୌଯାତ୍ରା, ଯାହା ଧାମରା ଠାରୁ ଆରମ୍ଭ ହୋଇ ପ୍ରାୟ ୨୨ କି.ମି. ନୌଯାତ୍ରା କରି ୭ ସାଧବ ବଣିକ ଆସି ଚାନ୍ଦବାଲିରେ ପହଞ୍ଚନ୍ତି ଓ ଉତ୍ସବରେ ସାମିଲ ହୋଇଥାନ୍ତି |
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ବିଭୁତି ଭୂଷଣ କର ଓ ଅନେକ ଗୁଣୀ ଗାଣି ବ୍ୟକ୍ତିବିଶେଷ ||