ଆରମ୍ଭ ହେବାକୁ ଯାଉଛି ବିଜେଡି ଦଳର "ଜନ ସମ୍ପର୍କ ପଦଯାତ୍ରା"...
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରା ଅଭିଯାନ କରାଯିବା ନିଷ୍ପରି ନିଆଯାଇଛି । ଏହାକୁ ଚଳିତବର୍ଷ ଅକ୍ଟୋବର ୯ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ କରିବାକୁ ମାନ୍ୟବର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି | ଗାନ୍ଧୀ ଜୟନ୍ତୀ ଦିନ ସାର୍ବଜନୀନ ଦଶହରା ପଡ଼ୁଥିବାରୁ ସେହିଦିନ ପ୍ରତୀକାତ୍ମକ ଭାବେ କେବଳ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି/ଫଟୋଚିତ୍ର ନିକଟରେ ଶ୍ରଦ୍ଧାସୁମନ ଅର୍ପଣ କରି ଜନସମ୍ପର୍କ ଅଭିଯାନର ସଂକଳ୍ପ ନିଆଯିବ । ଅକ୍ଟୋବର ୯ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭହେବ । ଅକ୍ଟୋବର ୯ରୁ ନଭେମ୍ବର ୯ ତାରିଖ ଯାଏ ରାଜ୍ୟର ସମସ୍ତ 1ସ୍ତ ବ୍ଳକ ଓ ପୌ ପୌରାଞ୍ଚଳରେ ଏହି ଜନସଂପର୍କ ପଦଯାତ୍ରା ଅଭିଯାନ ତ୍ବରାନ୍ବିତ କରାଇବେ । ତୃଣମୂଳ ସ୍ତରର ସମସ୍ତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧ୍ ତଥା ସକ୍ରିୟ ସଦସ୍ୟ/ସଦସ୍ୟା ଓ ସ୍ଥାନୀୟ ଅବାସୀଙ୍କୁ ସଂପୃକ୍ତ କରି ପାଳନ କରିବେ। ।
ଏହି କାର୍ଯ୍ୟକ୍ରମ ଗୁଡ଼ିକୁ । ସ୍ଥାନୀୟ ନିର୍ବାଚନ ମଣ୍ଡଳୀ ନେତୃତ୍ବ, ପ୍ରତ୍ୟକ୍ଷ ପରିଚାଳନା କରିବେ ଓ ଜିଲ୍ଲା ସଭାପତି ଓ ରାଜ୍ୟ କର୍ମକର୍ତ୍ତା ତଦବିର ର କରିବେ । ମା ମାନ୍ୟବର ରାଜ୍ୟ ସଭାପତିଙ୍କ ଅବଗତି ନିମନ୍ତେ ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଭିଡ଼ିଓ/ଫଟୋ ଶଙ୍ଖଭବନ (ରାଜ୍ୟ ମୁଖ୍ୟାଳୟ)ର Email id- bijujanatadal1997@gmail.com WhatsApp No. 9937044360 କୁ ପ୍ରେରଣ କରିବେ ।
ଏହି ଜନସଂପର୍କ ପଦଯାତ୍ରା ସମୟରେ ଆମ ଆମ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକର ଅବତାରଣା କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ସରକାର, ଦେଇଥିବା ବା ପ୍ରତିଶୃତି ପାଳନରେ ବିଫଳତା, ମହିଳାମାନଙ୍କୁ ପ୍ରତାରଣା ଓ ନିର୍ଯ୍ୟାତନା, ଆଇନଶୃଙ୍ଖଳାର ଅଧୋଗତି, ପଞ୍ଚାୟତ ତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ବଂସ କରିବାକୁ ଅଭିସନ୍ଧି, ଚାଷୀମାନଙ୍କ ସମସ୍ୟା ପ୍ରତି ବିମୁଖତା, ଯୁବସମାଜ ଓ ଛାତ୍ରଛାତ୍ରୀକ "ତ୍ରୀଙ୍କ ସମସ୍ୟା, ଦରଦାମ ବୃଦ୍ଧି, ଅନୁସୂଚିତ ଜାତି, ଜନଜାତି ଜାତି, ପଛୁଆବର୍ଗ ଓ ସଂ ସଙ୍ଗ ସଂପର୍କରେ ଲୋକଙ୍କୁ ସଚେତନ କରିବେ । ସଂଖ୍ୟାଲଘୁଙ୍କୁ ଉପେକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ
এই ଜନସଂପର୍କ ପଦଯାତ୍ରାକୁ ଗୁରୁତ୍ବପୂର୍ଣ ଭାବ ଭାବରେ ଗ୍ରହଣ କରି ସଫଳ କରିବାକୁ ଅନୁରୋଧ ।