ଆହାର ଗୁଣ ବତ୍ତାକୁ ନେଇ ମନ୍ତ୍ରୀ ହେଲେ ଅସନ୍ତୁଷ୍ଟ...

Dec 19, 2025 - 19:55
 3
ଆହାର ଗୁଣ ବତ୍ତାକୁ ନେଇ ମନ୍ତ୍ରୀ ହେଲେ ଅସନ୍ତୁଷ୍ଟ...

ଆହାର କେନ୍ଦ୍ରରେ ଖାଇବା ଦେଖି ରାଗିଗଲେ ନଗର ଉନ୍ନୟନ ମନ୍ତ୍ରୀ

କୋରାପୁଟ ସୁନାବେଡ଼ାରେ ଖାଦ୍ୟ ଗୁଣବତ୍ତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ

ନିଜେ ଖାଇଲା ପରେ ଖାଦ୍ୟର ଗୁଣ ଵତ୍ତା କୁ ନେଇ ବିରକ୍ତ ହେଲେ 

ଡାଲମାରେ ଡାଲି କି ପରିବା ନଥିବା କହି ଚେତାବନୀ ଦେଲେ

ପରିବର୍ତ୍ତନ ହୁଅ ନ ହେଲେ ୟା ପରେ ବାତିଲ୍ କରାଯିବ 

ଏହା ପ୍ରଥମ ଓ ଶେଷ ୱାର୍ଣ୍ଣିଂ ପରେ ପୁନର୍ବିଚାର ନାହିଁ