ଐତିହାସିକ ସଫଳତା !

ଇଂଲଣ୍ଡ ରୁ ଫେରିବ ସୁନା - ମୋଦୀ

Feb 17, 2026 - 20:16
 48
ଐତିହାସିକ ସଫଳତା !

ଐତିହାସିକ ସଫଳତା !

ଇଂଲଣ୍ଡ ରୁ ଫେରିବ ସୁନା - ମୋଦୀ

ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ନେଇ ବ୍ୟାଙ୍କ୍ ଅଫ୍ ଇଂଲଣ୍ଡରୁ ନିଜର ଗଚ୍ଛିତ ସୁନା ଫେରାଇ ଆଣିଛନ୍ତି। ମାର୍ଚ୍ଚ ୨୦୨୩ରୁ ଆରମ୍ଭ କିରି ଏପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାୟ ୨୭୪ ଟନ୍‌ ସୁନା ଦେଶକୁ ଫେରାଇ ଆଣିବାରେ ସଫଳ ହୋଇଛି।

ଏହା ଭାରତୀୟ ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି। ବିଦେଶୀ ମାଟିରୁ ନିଜ ସମ୍ପଭି ଫେରାଇ ଆଣିବା ଦେଶର ଆତ୍ମନିର୍ଭରଶୀଳତାକୁ ଦର୍ଶାଉଛି।