ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ "ଆସ ଉଦ୍ୟୋଗୀ ହେବା "ଶୀର୍ଷକ ଆଲୋଚନା
ଆଲୋଚନ ଭୁବନେଶ୍ବର ତା 26/09/25 ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧମନ୍ଦିର ପରିସରରେ ଓଡିଶା ଦ୍ଯାଗୀ ପରିବାର ପକ୍ଷରୁ ମାସିକ ସମୀକ୍ଷା ବୈଠକ ଓ "ଆସ ଉଦ୍ୟୋଗୀ ହେବା "ଶୀର୍ଷକ ଚନା ଚକ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଡିଆଇସି ର ପୂର୍ବତନ ପ୍ରବନ୍ଧକ ଅମୁଲ୍ୟ କୁମାର ପଣ୍ଡା, ।, ସ ସମ୍ମାନିତ ଅତିଥ୍ ଭାବେ ବରିଷ୍ଠ ଶିଳ୍ପପତି ସୁଶାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଉଦ୍ୟୋଗୀଙ୍କ ସମ୍ମିଳିତ ଉଦ୍ୟମ,ସରକାର ଙ୍କ ସହ ଭାଗିଦାରି ସହ, ଏକାଗ୍ରତା, ନିଷ୍ଠା ସହିତ ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କ କଲେ ରାଷ୍ଟ୍ରର ପ୍ରଭୂତ ବିକାଶ ହେବା ସହିତ ଅଧୂକରୁ ଅଧୂକ ଉଦ୍ୟୋଗ ସୃଷ୍ଟି ଦିଗରେ ସହାୟକ ହେଇ ପାରି ରିବେ ।
ପ୍ରତି ଉଦ୍ୟୋଗୀ ନୂତନ ଉଦ୍ୟୋଗ ଆରମ୍ଭକରିବା ସମୟରେ ବିଭିନ୍ନ ଦିଗ ପ୍ରତି ସଚେତନ ହେବା ସହିତ ଫେଲିଅର ମ୍ୟାନେଜମେଣ୍ଟ କୁ ଷ୍ଟଡି କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥୁନେ ଥିଲେ ।ସଭାପତି ଶ୍ରୀଯୁକ୍ତ ମିଶ୍ର ଆସ ଉଦ୍ୟୋଗୀ ହେବା ଆହ୍ବାନ ଶୀର୍ଷକ ଆଲୋଚନା ଅବସରରେ ଘରେ ଘ ଘରେ ଉଦ୍ୟୋଗୀ ସୃଷ୍ଟି କରିବା ସହ ଉଦ୍ୟୋଗୀଙ୍କ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥ୍ କରିଥିଲେ । ଏହି ଅବସରରେ ପି ରୋଶନ କୁମାର ପାତ୍ର ଡାଇମଣ୍ଡ କ୍ଲବ ମେମ୍ବର ଓ ପ୍ରାଉଡ଼ ପ ପରଚେଜର ଭାବେ ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ଉଦେ ଦ୍ୟୋଗୀ ମାନେ ଆସି ନିଜନିଜ ବକ୍ତବ୍ୟ ବାରିକ, ନିଳୟକାନ୍ତ କାନ୍ତ ନାୟକ, ନାୟକ ସୀତାଂଶୁ ଶେଖର ଖର ମହ ହାରଣା ରଖୁଥିଲେ । କାର୍ଯ୍ୟକ୍ରମକୁ ମନୋରଞ୍ଜନ ବା ପରିଚାଳନା କରିବା ସହିତ ସି ଇ ଇ ଓ ଅମୀୟ ମିଶ୍ର, ବିଜୟ ସାହୁ ଉଦ୍ୟୋଗୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖ୍ଥ୍ ଥିଲେ।
ଶିବ ନାରାୟଣ ମିଶ୍ର ସଭାପତି, ଓଡିଶା ଉଦ୍ୟୋଗୀ ପରିବାର
9437052624