ଝାରସୁଗୁଡା ଗସ୍ତ ସମୟରେ ବିଏସଏନଏଲ୍ 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର, ୨୬/୦୯ : ପ୍ରଧାନମନ୍ତ୍ର ମନ୍ତ୍ରୀ ଶ୍ରୀ ନ ନରେନ୍ଦ୍ର ନେ ମୋଦୀ ଆ ଆସନ୍ତା କାଲି ଝାରସୁଗୁଡା ଠାରେ ସାରା ଭାରତବର୍ଷ ପାଇଁ ବିଏସଏନଏଲ୍ 4G ସେବା ଉଦଘାଟନ ଟର୍ନ କରିବାର ଚାର କାର୍ଯ୍ୟକ୍ରମ ଅଛି। ବିଏସଏନଏଲ୍ ଦ୍ବାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ 4G ମୋବାଇଲ୍ ସେବାର ଶୁଭାରମ୍ଭ ମାନ୍ୟ ନ୍ୟବର ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ଥିଲା । ପ୍ରାୟ ୧ ଲକ୍ଷ ସ୍ଥାନରେ 4G ସେବା C-DoT କୋର୍, ତେଜସ୍ ନେଟୱାର୍କ ଏବଂ ଟିସିଏସ୍ ଦ୍ବାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ।
ବିଏସଏନଏଲ୍ 4G ନେଟୱାର୍କର ଦେଶବ ଶବ୍ୟାପୀ ଶୁଭାରମ୍ଭ ସମ୍ପୂର୍ଣ "ଆତ୍ମନିର୍ଭର" 4G ପ୍ରଯୁକ୍ତିବିଦ୍ୟା ଦ୍ବାରା ପରିଚାଳିତ ଏବଂ ଏହି ସଫ୍ଟୱେର୍ ରେ 5G କୁ ସହଜରେ ଅପଗ୍ରେଡ କରାଯାଇପାରିବ । ଏହା କେବଳ ଏହାର ପୁରୁଣା ଗ୍ରାହକମାନଙ୍କୁ ନୁହେଁ ବରଂ ଡିର୍ଜିଟାଲ୍ । ଦୁନିଆ ସହିତ କେବେ ସଂଯୋ ସଂଯୋଗ ହୋଇନଥୁବା ଲକ୍ଷାଧୂକ ଗ୍ରାହକଙ୍କୁ ସାରା ଦେଶରେ ଦ୍ରୁତ ଦ୍ରୁତ ଗତି ସମ୍ପନ୍ନ ମୋବାଇଲ୍ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବ । ଡିବିଏନ୍ (ଡିଜିଟାଲ୍ ଭାରତ ନିଧୂ – ଯାହା ପୂର୍ବରୁ ୟୁଏସଓଏଫ୍ ଥିଲା) ମୋବାଇଲ୍ ପ୍ରୋଜେକ୍ଟରେ ବି ବିଏସଏନଏଲ୍ ଦ୍ବାରା କାର୍ଯ୍ୟକାରୀ ହେଉଥିବା ୧୪୧୮୦ ଡିବିଏନ୍ ପାଣ୍ଠି ବିଶିଷ୍ଟ 4G ସାଇ ସାଇଟ୍, ଅନ୍ୟ สิงศศิ ସପି ମାଧ୍ୟମରେ ୪୭୨୧ ୭୨୩ ସାଇଟ୍ ଅନୁର୍ଭୁକ୍ତ, ସେବା ସୁବିଧା ପ୍ରଦାନ କରିବ । ଓଡ଼ିଶାରେ, ବିଏସଏନଏଲ୍ ଲ୍ ୨୪୭୨ ଟି ଅପହଞ୍ଚ ଦୂରଦୂରାନୁ ଗ୍ରାମକୁ ସେବା ବା ପ୍ରଦାନ ଦାନ କରିବା ଇବା ପାଇଁ ପାଇଁ ୧୬୬୫ ଟି ଟାୱା ଟାୱାର ନିର୍ମାଣ କରିସାରିଛି। ଦୃଢ ଆତ୍ମନିର୍ଭରଶୀଳତା ପାଇଁ ସମସ୍ତ ଟାୱାରଗୁଡ଼ିକୁ ସବୁଜ ନବୀକରଣୀୟ ସୌରଶକ୍ତି ପ୍ରଣାଳୀରେ ସଜ୍ଜିତ କରାଯାଉଛି। କ୍ତି, ଯାହା ଭାରତର ୨୬୭୦୭ ଦୂରଦୂରାନ୍ତି ଗ୍ରାମରେ ପ୍ରାୟ ୨ ମିଲିୟନ୍ ପରିବାରକୁ ମୋବାଇଲ୍
ସ୍ବଦେଶୀ 4G ନେଟୱାର୍କର ଶୁଭାରମ୍ଭ ସହିତ ଭାରତ ଏକ ମାଇଲଖୁଣ୍ଟ ହାସଲ କରିଛି ଯାହା ଏହାକୁ ଘରୋଇ @ 4G ଷ୍ଟାକ୍ ଥୂବା କେବ କବଳ ୫ଟି ରାଷ୍ଟ୍ର ମଧ୍ଯ Iଧ୍ଯରେ ସ୍ଥାନିତ କରିଛି। ସ୍ବପେ ସ୍ବଦେଶୀ 4G ନେଟୱାର୍କଟ ଟୱାର୍କର ପ୍ରଚଳନ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ । ସହିତ ଏକ ପରିବର୍ତ୍ତନକାରୀ ଚକାରୀ ପଦକ୍ଷେପ, ଯାହା ଡିଜିଟାଲ୍ ବିଭାଜନକୁ ଦୂର କରିବ ଏବଂ ଗ୍ରା ଗ୍ରାମୀଣ ସମ୍ପ୍ରଦ ମ୍ପ୍ରଦାୟକୁ ସଶକ୍ତି କରିବା ସହିତ ହିତ, ବିଏସଏନଏଲ୍ ର 5G ଅପଗ୍ରେଡ୍ ଏବଂ ଇଣ୍ଡି ଇଣ୍ଟିଗ୍ରେସନ ପାଇଁ ପଥ ପ୍ରଶସ୍ତ କରିବ। G ଟେଲିକମ୍