ଓଡିଶା ପାଇଲା Month of Solar ପୁରସ୍କାର...
ସୌର ଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ଆଜି ସାରା ଦେଶ ପା ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛି I ମେ' ୨୦୨୬ ମାସରେ ଆୟୋଜିତ 'Month of Solar' ଅଭିଯାନରେ ଆମ ରାଜ୍ୟର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି I
ଓଡ଼ିଶାକୁ 'PM Surya Ghar Excellence Awards' ପାଇଁ ଚୟନ କରାଯାଇଛି, ଯେଉଁଥ୍ରେ ଆମେ ସର୍ବାକ ଗ୍ରାହକଙ୍କ ଆବେଦନ, ସର୍ବାକ ସୌର ସ୍ଥାପନ ଏବଂ ସର୍ବାକ DISCOM ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛୁ I ଏତଦ୍ବ୍ୟତୀତ, 'Maximum Vendor Registrations' คด์ด ฆศ ฯ ต ସ୍ଥାନ ହାସଲ କରିଛି I ଏହି ସଫଳତା ଆମ ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କ୍ଷେତ୍ରସ୍ତର କାର୍ଯ୍ୟରତ ସମସ୍ତ ଅକାରୀଙ୍କ ସାମୂହିକ ପ୍ରୟାସର ଫଳ I ଏହି ଅଭିଯାନ ସହ ସମ୍ପୃକ୍ତ ସମସ୍ତ ବିଭାଗ, ଅକାରୀ ଓ ଅଂଶୀଦାରମାନଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି I
ଓଡ଼ିଶା ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସଂକଳ୍ପବଦ୍ଧ ଏବଂ ଏହି ସଫଳତା ଆଗାମୀ ଦିନରେ ରାଜ୍ୟର ଶକ୍ତି କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ସହ ଏକ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନରେ ମୂଳଦୁଆ ପକାଇବ I