ଓଡିଶା ପୋଲିସର ଏବେ ସାହାରା ହୋଇଛି 'ମୁଧୋଲ ହାଉଣ୍ଡ'...

Oct 15, 2025 - 20:25
 6
ଓଡିଶା ପୋଲିସର ଏବେ ସାହାରା ହୋଇଛି 'ମୁଧୋଲ ହାଉଣ୍ଡ'...

ଓଡିଶା ପୋଲିସର ଏବେ ସାହାରା ହୋଇଛି 'ମୁଧୋଲ ହାଉଣ୍...

ତେଣୁ ଅପରାଧୀମାନେ ସାବଧାନ ହୋଇଯାଆନ୍ତୁ !

ଓଡ଼ିଶା ପୋଲିସ୍ K9 ସ୍କ୍ୱାର୍ଡର ସୁପରଷ୍ଟାର୍ ଡିଟେକ୍ଟିଭ୍, 'ମୁଧୋଲ ହାଉଣ୍ଡ'  

ଶରୀର ଗଠନ ଆଖି ଦୃଶିଆ ନ ହେଲେ ମଧ୍ୟ, ଏମାନଙ୍କ ଆଘ୍ରାଣ ଶକ୍ତି ପ୍ରବଳ

ଯେକୌଣସି ଅପରାଧୀକୁ ଖୋଜି ବାହାର କରିବାକୁ ପୁରା ସକ୍ଷମ