ଗଣ ଶିକ୍ଷା ବିଭାଗ ଜାରି କଲେ କଡା ନିର୍ଦେଶନାମା...
PM ପୋଷଣ ଓ MMPY ସ୍କିମ୍ରେ ଅଣ୍ଡା ଖାଉ ନ ଥିଲେ ଫଳ ଦେବାକୁ ନିର୍ଦ୍ଦେଶ
ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ତାଗିଦ କଲା ଗଣ ଶିକ୍ଷା ବିଭାଗ
ଯେଉଁ ଦିନ ଅଣ୍ଡା ଦିଆଯାଉଛି, ଯିଏ ନ ଖାଇବ ଫଳ ଦେବାକୁ ହେଲା ନିର୍ଦେଶ
କୌଣସି ସମସ୍ୟା କିମ୍ବା ଖରାପ ପ୍ରଚାର ହେବାକୁ ନ ଦେବାକୁ ପରାମର୍ଶ
ଖରାପ କି ଭୁଲ ଅପପ୍ରଚାର ପାଇଁ ଦାୟୀ ରହିବେ ଶିକ୍ଷାଧିକାରୀ