ଛାତ୍ର ଛାତ୍ରୀଙ୍କୁ ଠିକ ସମୟରେ Uniform ଦେବା ପାଇଁ କଲେ ତାଗିଦ...
ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ୍ ଦେବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ବେଗ
ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
୮୦%ରୁ ଅଧିକ ସ୍କୁଲ୍ ପିଲାଙ୍କୁ ୟୁନିଫର୍ମ ଦିଆଯାଇ ସରିଲାଣି
କିଛି କିଛି ସ୍ଥାନରେ ପିଲାଙ୍କୁ ୟୁନିଫର୍ମ ଦେବାରେ ହେଉଛି ବିଳମ୍ବ
ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା SHGକୁ ବାତିଲ୍ ପାଇଁ ନିର୍ଦ୍ଦେଶ
ଅବହେଳାକୁ ଆଦୌ ବରଦାସ୍ତ କରା ଯାଇପାରିବ ନାହିଁ
ଅନ୍ୟ କାହାକୁ ୟୁନିଫର୍ମ ତିଆରି ପାଇଁ ଦାୟିତ୍ୱ ଦିଆଯିବ
ଏ ବିଷୟ କୁ ନେଇ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ