ଦିଲ୍ଲୀ ବିସ୍ଫୋରଣରେ ୧୨ ଜଣ ଅଟକ...

Nov 13, 2025 - 16:23
 4
ଦିଲ୍ଲୀ ବିସ୍ଫୋରଣରେ ୧୨ ଜଣ ଅଟକ...

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ୧୨ ସନ୍ଦିଗ୍ଧ ଅଟକ । ଏକାଧୂକ ତଦନ୍ଧକାରୀ ସଂସ୍ଥା ଦ୍ବାରା ଚାଲିଛି ଜେରା । ଦିଲ୍ଲୀ ଲାଲକିଲା ନିକଟରେ କାର୍ ବିସ୍ଫୋରଣ ଘଟଣାରେ ୧୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖୁଛି ତଦନୁ ଦଳ । ସନ୍ଦିଗ୍ଧକୁ ସମସ୍ତ ତଦନୁକାରୀ ଦଳ ଜେରା କରୁଥିବା ସୂଚନା ରହିଛି ।

 ଆଜି ସକାଳେ ଜାତୀୟ ତଦନୁକାରୀ ସଂସ୍ଥା ଏନ୍‌ଆଇଏ କୁ ମଧ୍ୟ ଘଟଣାର ତଦନୁ ଦାୟୀତ୍ଵ ଦିଆଯାଇଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଦିଲ୍ଲୀ ସମେତ ଦେଶର ଅନେକ ସମ୍ବେଦନଶୀଳ ସ୍ଥାନ ହାଇ ଆଲର୍ଟରେ ରହିଛି । ଦିଲ୍ଲୀ ସୀମାରେ ସୁରକ୍ଷା ଯାଞ୍ଚ ଏବଂ ସହରର ପ୍ରମୁଖ ସ୍ଥାନରେ ଯାନବାହାନର ବ୍ୟାପକ ଯାଞ୍ଚ ଚାଲିଛି ।