ଦୀପାବଳିରେ ଐତିହାସିକ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ

Oct 19, 2025 - 09:48
 8
ଦୀପାବଳିରେ ଐତିହାସିକ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ

ଚଳିତ ପାଚ ପାର୍ବଣ ଋତୁରେ, ଭାରତକୁ ପ୍ରାରମ୍ଭିକ ଦୀପାବଳି ଉପହାର ମିଳିଛି । ଏହା ରଙ୍ଗିନ କାଗଜରେ ଗୁଡ଼ ହୋଇଥ‌ିବା ଉପହାର ନୁହେଁ, ବରଂ ଏକ କ ନୀତିଗତ ଉପହାର I ପ୍ରଧାନମନ୍ ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସାମ୍ପ୍ରତିକ ଜିଏଟି ଏଟି ହାର ହ୍ରାସ ଦେଶବ୍ୟାପୀ କିଣାବିକା ଓ ବାଣିଜ୍ୟ କାରବାଟ ର ବୃଦ୍ଧି କରିଛି I ଏ ବର୍ଷ ବର୍ଷର ନବରାତ୍ରିକୁ ଗତ କିଛି ବର୍ଷ ବର୍ଷ ମଧ୍ୟରେ ସବୁଠାରୁ ବଡ଼ କ୍ରୟ ଉତ୍ସବରେ ପରିଣତ କରିଛି। ଅ ଅତ୍ୟାବଶ୍ୟକ ଏବଂ ନିତ୍ଯ ବ୍ଯବହାର୍ଯ୍ୟ ସାମଗ୍ରୀ ଉପରେ କମ ଟିକସ ସାଧାରଣ ପରିବାରକୁ ଆଶ୍ବସ୍ତି ଦେଇଛି, ବଜାରକୁ ଶକ୍ତି ଦେଇଛି ଏବଂ ଭାରତର ସବୁଠାରୁ ସମୃଦ୍ଧ ଦୀପାବଳି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ ମୁଦ୍ରାଙ୍ଗୀତି ଗତ ଆଠ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି, ସିପିଆଇ ମୁଦ୍ର ମୁଦ୍ରାସ୍ତୀତି ମାତ୍ର 1.54%ରେ ପହଞ୍ଚିଥିବାବେଳେ ଖାଦ୍ୟ ମୁଦ୍ରାସ୍ତୀତି ନକାରାତ୍ମକ (-2.3%) ହୋଇଛି। ଏହା ସାଧାରଣ ପରିବାରଗୁଡ଼ିକୁ ବଡ଼ ଉତ୍ସବ ପାଳ କରିବାର ଆର୍ଥିକ ଆର୍ଥିକ ସ୍ବାଧୀନତା ଦେଇଛି। ଜିଏସଟି ହାର ହ୍ରାସ ପାଇବା ସହିତ, ମୂଲ୍ୟ କମିଛି ଏବଂ କ୍ରୟ ଶକ୍ତି ବୃଦ୍ଧି ପାଇଛି। ପାର୍ବଣ ଣ ଏବଂ ବିବାହ ଋତୁ ପୂର୍ବରୁ ଜିଏସଟି ହ୍ରାସ ଯୋଗୁ ଗ୍ରାହକଙ୍କ ଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ଏବଂ ଫଳାଫଳ ପ୍ରତ୍ୟେକ କ୍ଷେତ୍ରରେ ଦୃଶ୍ୟମାନ ହେଉଛିI ପର୍ବାଣୀ ଏବଂ ବିବାହ ଋତୁର କାରବାର 7ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇ ପାଇଛି, ଯାହା ଗତ କିଛି ବର୍ଷ ମଧ୍ୟରେ ଭାରତର ସର୍ବବୃହତ ହତ କ୍ରୟ ପ୍ରବାହକୁ ଦର୍ଶାଉଛି ।

ଜିଏସଟି ସଞ୍ଚୟର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରୁ ଡିଜିଟାଲ୍ ପେମେଣ୍ଟ ଅକସ୍ମାତ ଦଶଗୁଣ ବୃଦ୍ଧି ପାଇ 21 ସେପ୍ଟେମ୍ବର ମ୍ୱରରେ 1.18 ଲକ୍ଷ କୋଟି ଟଙ୍କାରୁ 22 ସେପ୍ଟେମ୍ବରରେ 11.31 ଲକ୍ଷ କୋଟି ଟ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଭଳି ସହରରେ, ର, ଉତ୍ସବ ବିକ୍ରୟ 75,000 କୋଟି ଟଙ୍କା ଥୁବା ଆକଳନ କରାଯାଇଛି। ପାଇଛି। ଅନ୍ୟପକ୍ଷରେ 2,500 ଟଙ୍କାରୁ କମ୍ ପୋଷାକ ଉପରେ ଜିଏସଟି ହ୍ରାସ ପରେ ଅହମ୍ମଦାବାଦର ସୂତା କପଡ଼ା ପଡ଼ା ଚାହିଦା ପ୍ରାୟ 10% ବୃଦ୍ଧି ପା ପାଇଛି। ସ ସରକାରଙ୍କ ଆର୍ଥିକ ନିଷ୍ପତ୍ତିଗୁଡ଼ିକ କେବଳ ଖର୍ଚ୍ଚ ହ୍ରାସ କରିନାହିଁ, ବରଂ ଉତ୍ସବ ଅର୍ଥବ୍ୟବସ୍ଥାକୁ ମଧ୍ୟ ପୁନର୍ଜୀବିତ କରିଛି ରିଛି । ଏହା ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ବୃଦ୍ଧି କରିବା ସହିତ ମେଡ୍-ଇନ୍-ଇଣ୍ଡିଆ ଉତ୍ପାଦଗୁଡ଼ିକୁ ସଶକ୍ତ କରିଛି ।

ନବରାତ୍ରି ପ୍ରଦର୍ଶନ କରିଛି । ରିଛି । ମାରୁତି ଭାରତର ଅଟୋମୋବାଇଲ୍ ଶିଳ୍ପ ଗତ ଦଶନ୍ଧି ମଧ୍ୟରେ ଏହାର ସର୍ବୋତ୍ତମ ସୁଜୁକିର ର ବିକ୍ରୟ ଗତ ବର୍ଷ ତୁଳନାରେ ଦ୍ବିଗୁଣିତ ହୋଇଛି। କେବଳ ଅଷ୍ଟମୀରେ 30,000 ବାହନ ବିକ୍ରି

ରେକର୍ଡ ସହିତ କମ୍ପା କମ୍ପାନୀ 35 ବର୍ଷ ମଧ୍ୟରେ ଗୋଟିଏ ଦିନରେ ସର୍ବାଧୂକ ସର୍ବା ବିକ୍ରୟ କରିଛି । ମହିନ୍ଦ୍ରାର ଏକ୍ସୟୁଭି700 ଏ ଏବଂ ସ୍କର୍ପିଓ ବିକ୍ରି 60% ବୃଦ୍ଧି ପାଇଛି। ଟାଟା ମୋଟର୍ସ "ର୍ସ 50,0 50,000 ରୁ ଅଧିକ ଯାନ ବିକ୍ରି କରି ଥିବା ବେଳେ ଯେତେବେଳେ ହ୍ୟୁଣ୍ଡାଇର ହ୍ୟୁ କ୍ରେଟା ଓ ଭେନ୍ୟୁ ବିକ୍ରି 72% ପ୍ରତି ପ୍ରତିଶତ ଅଂଶ ହାସଲ କରିଛି ।

ହିରୋ ଏବଂ ବଜାଜ ପରି ଦୁଇଚକିଆ ଯାନ କମ୍ପାନୀଗୁଡିକ ଗତ ବର୍ଷ । ତୁଳନାରେ ଦୁଇ ଗୁଣା ବିକ୍ରି କରିଛନ୍ତି । ଏଫଏଡିଏର ତଥ୍ୟ ମୁତାବକ ଅଟୋମୋବାଇଲ ଶିଳ୍ପରେ ଏଥର 34% ବାର୍ଷିକ ୱିକ ଅଭିବୃଦ୍ଧି ଅଭି ଦେଖୁବାକୁ ମିଳିଛି।

ସେହିପରି ଟିଭି, ଫ୍ରିଜ୍, ୱାଶିଂମେସିନ ଭଳି ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି 40–45% ବୃଦ୍ଧି ପାଇଛି । ହାୟର କମ୍ପାନୀ ଅଢ଼େଇ ଲକ୍ଷରୁ ଅଧିକ ଦାମର ଟିଭି ଟିଭି ବିକ୍ରିରେ 85% ଅଭିବୃଦ୍ଧି ହାସଲ କରିଛି ।

ରିଲାଏନ୍ସ ରିଟେଲରେ ଟିଭି ଓ ସ୍ମାର୍ଟଫୋନ୍ ବିକ୍ରି 20-25% ବୃଦ୍ଧି ପାଇଛି । ବିଜୟ ସେଲନ୍ସ, ଏଲଜି, ଗୋଦ୍ରେଜର ବିକ୍ରି ମଧ୍ଯ ଦୁଇ ଅଙ୍କ ଅଭି ଅଭିବୃଦ୍ଧି ହାସଲ କରିଛି । ଓଣମରୁ ନବରାତ୍ରି ପର୍ଯ୍ୟନ୍ତ ଭାରତର ପାର୍ବଣ ទី 40- 40-45%ରେ ପହଞ୍ଚିଛି । । ଏହା ଧନତେରସ ଏବଂ ଦୀପାବଳିରେ ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି ।

ଇ-କମର୍ସ ପ୍ଲାଟଫର୍ମରେ ମଧ୍ଯ ବିକ୍ରି ବଢ଼ିଛି ବର୍ତ୍ତ । । ଟିୟର 2 ଏବଂ ଟିୟର ଟିୟର 3 ସହରରେ ଆମାଜନ ଇଣ୍ଡିଆ ଆର ପାର୍ବଣ ଗ୍ରାହକ ସଂଖ୍ୟା ସଂଖ୍ୟା 276 କୋଟିକୁ ବୃଦ୍ଧି ପାଇଛି । ମେଟ୍ରୋ ସହର ବାହାରେ ଛୋଟ ସହରଗୁଡ଼ିକରେ ପ୍ରାଇମ୍ ମେମ୍ବରସିପ୍ ବଢ଼ିବା ସହିତ 70% ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି I ସେହପରି ମିଶୋରେ ମିଶୋରେ ଗ୍ରାହକ ସଂଖ୍ୟା ମଧ୍ଯ 206 କୋଟିକୁ ବୃଦ୍ଧି ପାଇଛି ।

ଭାରତର ବଜାର ର ଭାବନ ନା ଉପଭୋକ୍ତା ଉତ୍ସାହ ସହିତ ମେଳ ଖାଉଛି। ନିପ୍ଟି 50 ବିଗତ 52-ସପ୍ତାହର ସର୍ବୋଚ୍ଚ ໘ด 25,709 ରେ ପହଞ୍ଚିଛି । ଏହା ତିନୋଟି ଅଧୂବେଶନରେ ରେ 2.2% ଲାଭ କରିରିଛି । ଶକ୍ତିଶାଳୀ ବିଦେଶୀ ନିବେଶ, ଦୃଢ ଦୃଢ ଭାରତୀୟ ମୁଦ୍ରା ମୂଲ୍ୟ ଏବଂ ଉତ୍ସବର ଚାହିଦା ଏହାକୁ ସମର୍ଥନ କରିଛି । ସ୍ଥାନୀୟ ତେଜରାତି ଦୋକାନ ଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ କାଚ କାର୍ ସୋରୁମ୍ ପର୍ଯ୍ୟନ୍ତ, ଭାରତର ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କୋଣ ନୂତନ ଆତ୍ମବିଶ୍ବାସର ସହିତ ଉଜ୍ଜ୍ବଳ ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କେବଳ ଜିଏସଟି ହାର ହ୍ରାସ କରିନାହାନ୍ତି, ବରଂ ଗ୍ରାହକଙ୍କ ମନୋବଳ ବୃଦ୍ଧି କରିଛନ୍ତି । ସର୍ବାଧୂକ କ୍ରୟ ଅବଧୂ ପୂର୍ବରୁ ଦର ହ୍ରାସ କରିବାର ରଣନୀତିକ ସମୟ ମୟ ନିର୍ଦ୍ଧାରଣ କରି ସରକାର ପ୍ରତ୍ଯେକ ଭାରତୀୟ ପରିବାର ଚାରକୁ ଏହି ଋତୁରେ । ଅଧିକ ସଞ୍ଚୟ ଏବଂ ନିଜର ପସନ୍ଦଯୋଗ୍ୟ ସାମଗ୍ରୀ କିଣିବାର ସୁଯୋଗ । ଦେଇଛନ୍ତି । ସେମା ମାନେ ଭାରତୀୟ ସାମଗ୍ରୀ କିଣିବା ସହିତ ଏହାକୁ ନେଇ ଗର୍ବ କରିପାରୁଛନ୍ତି ।

ଏହି ପାର୍ବଣ ଋତୁରେ, ବାର୍ତ୍ତା ବେଶ ସ୍ପଷ୍ଟ ହୋଇଛି । । ଢ ଭାରତର ଅଭିବୃଦ୍ଧି କାହାଣୀ ଦୀପାବଳିର ଆଲୋକ ଅପେକ୍ଷା ଅଧିକ ଉଜ୍ଜ୍ଵଳ ହୋଇଛି । ଯାନବାହନ ଠାରୁ ଆରମ୍ଭ କରି ଇ-ବ ଇ-କମର୍ସ ପର୍ଯ୍ୟନ୍ତ, ସ୍ଥାନୀୟ କାରିଗରଙ୍କଠାରୁ ଆରମ୍ଭ କରି ଡିଜିଟାଲ୍ ଉଦ୍ୟୋଗୀଵ ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ, ଦେଶ କେବଳ ପର୍ବପର୍ବାଣୀ ପାଳନ କରୁନାହିଁ, ବରଂ ଏହାର ।ର ଅର୍ଥବ୍ୟବସ୍ଥାର ଶକ୍ତି ଏ ଏବଂ ସମୟୋଚିତ ସଂସ୍କାରର ଜ୍ଞାନକୁ ମଧ୍ଯ ପାଳନ କରୁଛି।