ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ନୟା ରାୟପୁରରେ ଛତିଶଗଡ ବିଧାନସଭା ସଭାର ନୂତନ ଭବନକୁ କରିଛନ୍ତି ଉଦଘାଟନ
ଆଜି, ଛତିଶଗଡ଼ ତାର ଆଶାର ଏକ ନୂତନ ଶିଖରରେ ଠିଆ ହୋଇଛି; ଏହି ଗର୍ବର ଅବସର ରରେ, ମୁଁ ସେହି ଦୂରଦୃଷ୍ଟିସମ୍ପନ୍ନ ଏବଂ କରୁଣାମୟ ନେତା ଭାରତ ରତ୍ନ, ପରମପୂଜ୍ୟ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି, ଯାହାଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ରାଜ୍ୟ ସୃଷ୍ଟି ହୋଇଥିଲା : ପ୍ରଧାନମନ୍ତ୍ରୀ
ଆଜି, ସମଗ୍ର ଦେଶ ଐତିହ୍ୟ ଏବଂ ବିକାଶ ଉଭୟକୁ ଏକାଠି ଗ୍ରହଣ ଣ କରି ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଭାର ରତ ହେଉଛି ଗଣତନ୍ତ୍ରର ଜନନୀ: ପ୍ରଧାନମନ୍ତ୍ରୀ
ଭାରତ ରତ ଏବେ ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କବାଦର ମୂଳୋତ୍ପାଟନ ଦିଗରେ ଅଗ୍ରସର ହେଉଛି: ପ୍ରଧାନମନ୍ତ୍ରୀ
ଏହି ବିଧାନସଭା କେବଳ ଆଇନ ପ୍ରଣୟନର ସ୍ଥାନ ନୁହେଁ, ବରଂ ଛତିଶଗଡ଼ର ଭାଗ୍ୟ ଗଠନ ପାଇଁ ଏକ ପ୍ରାଣବନ୍ତି କେନ୍ଦ୍ର: ପ୍ରଧାନମନ୍ତ୍ରୀ
ଦଘାଟନ ତିଶଗଡ଼ର ପ୍ରଧାନମନ୍ତ୍ରୀ ଶ୍ର ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ନୟା ରାୟପୁରରେ ରାଜ୍ୟ ବିଧାନସଭାର ନୂତନ କୋଠା ଉଦଘ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ କହିଥୂଳେ ଥୂଲେ ଯେ, ଆଜି ଛତିଶଗ ବିକାଶ ଯାତ୍ରା ପାଇଁ ଏକ ଏକ ସୁବର୍ଣ୍ଣ ଆରମ୍ଭ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ବ୍ୟକ୍ତିଗତ ଭାବର ଏହା ତାଙ୍କ ପାଇଁ ଏକ ।ତ୍ୟନ୍ତ ଆନନ୍ଦଦାୟକ ଏବଂ ଗୁରୁତ୍ବପୂର୍ଣ୍ଣ ଦିନ। ଏହି ଭୂମି ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କ ଉପରେ ମତ ଦେଇଥିଲେ ଥିଲେ, ଯାହା ଦଶନ୍ଧି ଧରି ପାଳିତ ହୋଇଥିଲା। ଜଣେ ଦଳୀୟ କର୍ମୀ ଭାବରେ ତାଙ୍କ ସମୟକୁ ମନେ ପକାଇ 1 ମୋଦୀ କହିଥିଲେ ଯେ, ସେ ଛତିଶଗଡ଼ରେ ବହୁତ ସମୟ ବିତାଇଥିଲେ ଏବଂ ବହୁତ କିଛି ଶିଖୁଥିଲେ। ସେ ଛତିଶଗଡ଼ ଦୃଷ୍ଟିକୋଣ, ଏହାର ସୃଷ୍ଟି ପାଇଁ ସଂକଳ୍ପ ଏବଂ ସେହି ସଂକଳ୍ପର ପୂରଣକୁ ଆହୁରି ମନେ ପକାଇ କହିଥିଲେ ଛତିଶଗଡ଼ ପରିବର୍ତ୍ତନର ପ୍ରତ୍ୟେକ ମୁହୂର୍ତ୍ତର ସେ ସାକ୍ଷୀ ଅଛନ୍ତି। ରାଜ୍ୟ ଏହାର ୨୫ ବର୍ଷର ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଡରେ ପହଞ୍ଚିବା ସହିତ, ଏହି ମୁହୂର୍ତ୍ତର ଅଂଶ ହେବାର ସୁଯୋଗ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ। ରୌପ୍ୟ ଜୟନ୍ତୀ ପାଳ ଅବସରରେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ ନୂତନ ବିଧାନସଭା କୋଠା ଉଦଘାଟନ କରିବାର ସୁଯୋ ତାଙ୍କୁ ମିଳିଛି। ଏହି ଅବସରରେ ସେ ଛତିଶଗଡ଼ର ଜନସାଧାରଣ ଏବଂ ରାଜ୍ୟ ସରକାରଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ । ପାଳନ
"୨୦୨୫ ହେଉଛି ଭାରତୀୟ ଗଣତନ୍ତ୍ରର ଅମୃତ ବର୍ଷ, ଭାରତ ଏହାର ନାଗରିକଙ୍କ ପାଇଁ ସମ୍ବିଧାନ ଉତ୍ସର୍ଗ କରିବାର ୭୫ ବର୍ଷକୁ ମନେ ପକାଇଥାଏ" ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ଐତିହାସିକ ଅବସରରେ, ସେ ଏହି ଅଞ୍ଚଳର ସମ୍ବିଧାନ ସଭାର ବିଶିଷ୍ଟ ସଦସ୍ୟ - ଶ୍ରୀ ରବିଶଙ୍କର ଶୁକ୍ଳା, ବାରିଷ୍ଟର ଠାକୁର ଛେଦିଲାଲ , ଶ୍ରୀ ଘନଶ୍ୟାମ ସିଂହ ଗୁପ୍ତା, ଶ୍ରୀ କିଶୋରୀ ମୋହନ ତ୍ରିପାଠୀ, ଶ୍ରୀ ରାମପ୍ରସାଦ ପୋଟାଇ ଏବଂ ଶ୍ରୀ ରଘୁରାଜ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ - ଯେଉଁମାନେ ସେହି ସମୟରେ ପଛୁଆ ଅଞ୍ଚଳର ହେବା ସତ୍ତ୍ବେ ଦିଲ୍ଲୀ ପହଞ୍ଚି ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣୟନରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ।