ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀଗୁଡ଼ିକର ବିକାଶ ଓ ସୁରକ୍ଷା ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Jan 16, 2026 - 20:40
 4
ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀଗୁଡ଼ିକର ବିକାଶ ଓ ସୁରକ୍ଷା ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀଗୁଡ଼ିକର ବିକାଶ ଓ ସୁରକ୍ଷା ନେଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

 ସ୍ବଚ୍ଛତା, ଡ୍ରେନେଜ୍ ଓ ଜଳସ୍ରୋତର ରକ୍ଷାବେକ୍ଷଣ ନେଇ ଆଲୋଚନା

ପର୍ଯ୍ୟଟକ ସୁବିଧା ବୃଦ୍ଧି ପାଇଁ ଗାଇଡ୍, ଇଣ୍ଟରପ୍ରେଟେସନ୍‌ ସେଣ୍ଟର ଓ ରାମ୍ପ ବ୍ୟବସ୍ଥା

ଭୁବନେଶ୍ବର, ୧୬ ଜାନୁଆରୀ १०११:

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି | ଏହି ଛି। ଏହି ବୈଠକରେ କେଦାରଗୌରୀ, ଖଣ୍ଡଗିରି, କପିଳେଶ୍ୱର ଓ ମୁକ୍ତେଶ୍ବର ପରି ପ୍ରମୁଖ ଐତିହ୍ୟ ଓ ଧାର୍ମିକ ସ୍ଥଳୀଗୁଡ଼ିକର ସାମଗ୍ରିକ ବିକାଶ, ସୁରକ୍ଷ ରକ୍ଷା ଏବଂ ପର୍ଯ୍ୟଟନ ପରିଚାଳନା ନେଇ ନଇ ଆଲୋଚନା ହୋଇଯାଇଛି ।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ସ୍ଥଳିଗୁଡିକରେ ବ୍ୟାପକ ସ୍ବଚ୍ଛ ସ୍ଵଚ୍ଛତା ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସୁରକ୍ଷା, ପର୍ଯ୍ୟଟ ଟନ ପ୍ରୋତ୍ସାହନ ଓ ପରିବେଶ ସୁରକ୍ଷା ଏକା ସାଥ୍‌ରେ ଆଗେଇ ନିଆଯିବା ଆବଶ୍ୟକ‌ତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ବୈଠକରେ ମନ୍ଦିର ପରିସରରେ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ପରିଚାଳନା, କୁଣ୍ଡ ଓ ଜଳାଶୟଗୁଡ଼ିକର ଡିସିଣ୍ଟିଂ ଓ ପୁନରୁଦ୍ଧାର, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ଏବଂ ଜଳସ୍ରୋତର ରକ୍ଷଣ ବେକ୍ଷଣ ଉପରେ ଗଭୀର ଆଲୋଚନା କରାଯାଇଥିଲା । ମନ୍ଦିର ଟ୍ରଷ୍ଟ ଓ ସଂପୃକ୍ତ ସ୍ଥାନୀୟ ସଂସ୍ଥାଙ୍କ ଅଧୀନରେ ଡ୍ରେନେଜ୍, ପଣ୍ଟିଂ ଓ ରକ୍ଷଣ ବେକ୍ଷଣ କାର୍ଯ୍ୟ ପାଇଁ ସ୍ଥାନ ପରିଦର୍ଶନ କରି ଏକ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ସହ ଆବଶ୍ୟକ ବୈଷୟିକ ଦଳ ନିଯୁକ୍ତ କରିବାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପର୍ଯ୍ୟଟନ ବିଭାଗ, ବିଏମସି (BMC), ଏସଆଇ (ASI), এ ଏଣ୍ଡୋୱମେଣ୍ଟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଘନିଷ୍ଠ ସମନ୍ବୟ ରଖ୍ ସ୍ବଚ୍ଛତା, ଜଳର ଗୁଣବତ୍ତା ଏବଂ ସ୍ମାରକଗୁଡ଼ିକର ନିୟମିତ ରକ୍ଷାବେକ୍ଷଣ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକ ଥ‌ିବା ସ୍ଥାନଗୁଡ଼ିକରେ ସଫେଇ ଓ ପଣ୍ଟିଂ କାର୍ଯ୍ୟ ପ୍ରାଥମିକତା ଭିଭିରେ କରାଯିବ।

ପର୍ଯ୍ୟଟକମାନଙ୍କର ସୁଖଦ ଅନୁଭୂତି ପାଇଁ ପ୍ରଶିକ୍ଷିତ ଗାଇଡ୍ ନିଯୁକ୍ତି ମାଧ୍ଯମରେ ଐତିହ୍ୟ ଓ ସଂସ୍କୃ ସଂସ୍କୃତି ସମ୍ପର୍କିତ ସୂଚନା ପ୍ରଦାନ କରିବା, ସହିତ ଇଣ୍ଟରପ୍ରେ ରପ୍ରେଟେସନ୍ ସେଣ୍ଟର ଗୁଡ଼ିକର ସୁଚାରୁ ପରିଚାଳନା ଏବଂ ରାମ୍ପ ସହିତ ଦିବ୍ୟାଙ୍ଗଙ୍କ ଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସୃଷ୍ଟି କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି |

ଏଥ୍ ସହିତ ପର୍ଯ୍ୟଟନ ସ୍ଥଳରେ ଐତିହାସିକ ଏବଂ ସାଂସ୍କୃତିକ ସୂଚନା ପ୍ରସାରଣ ରଣ ପାଇଁ ତାଲିମପ୍ରାପ୍ତ ଗାଇଡମାନଙ୍କୁ ନିୟୋଜିତ କରିବା ପାଇଁ ପରାମର୍ଶ ଦିଆଯାଇଥୁଲା । ଭବିଷ୍ୟତରେ ବ୍ୟାଖ୍ୟାନ କେନ୍ଦ୍ରଗୁଡ଼ିକର ସଠିକ୍ କାର୍ଯ୍ୟକାରିତ ରିତା ଏବଂ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ରାମ୍ପ ଏବଂ ସାର୍ବଜନୀନ ସୁଗମତା ସୁବିଧା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବୈଠକରେ ଠକରେ ପର୍ଯ୍ୟଟନ ବିଭାଗର କମିଶନର କମିଶନର-କମ୍-ସଚିବ, ଶ୍ରୀ ବଳବନ୍ତ ସିଂହ, ଏଣ୍ଡୋୱମେଣ୍ଟ କମିଶନ ଶ୍ରୀ ଲଲତେନ୍ଦୁ ଦୀପଙ୍କର ନର ମହାପାତ୍ର, ଗୃହ ଓ ଗୃହ ଓ ସହର ଉନ୍ନୟନ ବିଭାଗର ଅତିରିକ୍ତ ସଚିବଶ୍ରୀ ସତ୍ରୁଘ୍ନ କର, କମିଶ କମିଶନରଶ୍ରୀ ଚଞ୍ଚଳ ରାଣା, ଭୁବନେଶ୍ବର ପ୍ରନ୍‌ତତ୍ତ୍ବ ବିଭାଗ (ASI) ପ୍ରତିନିଧ୍ ଡ଼. ଅମ୍ରିତ ଋତୁରାଜ, ଖୋର୍ଦ୍ଧା ଉପଜିଲ୍ଲାପା ଲ୍ଲାପାଳ ଡ଼. ମନୋରଞ୍ଜନ ସାହୁ, ଏବଂ ବିଧାୟକ ଏକାମ୍ର, ଜେନା, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଭୁବନେଶ୍ୱର ମହାନଗର ନିଗମ (BMC) ମନୋରଞ୍ଜନ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଶ୍ରୀ ବାବୁ ସି ସିଂହଙ୍କ ସହ ଅନ୍ୟ ବରିଷ୍ଠ ଅଧ୍କାରୀବୃ ବୃନ୍ଦ ବୈଠକରେ ଉପସ୍ଥିତ ଥିଲେ।