ପ୍ରାୟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ନୂଆ ବିଜେଡି ସଂଗଠନ ଗଠନ
ପ୍ରାୟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ନୂଆ ବିଜେଡି ସଂଗଠନ ଗଠନ
ନୂଆ ବିଜେଡି ଗଠନର ସଂକେତ ଦେଲେ ବରିଷ୍ଠ ନେତା ଅମର ଶତପଥୀ
ସେ କହିଲେ ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି
ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବର୍ତ୍ତମାନର ବିଜେଡି
ନିର୍ଦ୍ଦିଷ୍ଟ ନୀତି ଓ ବିଚାରଧାରାରେ ନ ଚାଲିଲେ ନେତା ଓ କର୍ମୀ ଦୂରେଇ ଯିବେ ନିଶ୍ଚିତ
ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ କଥାକୁ ସେ ମଧ୍ୟ ସମର୍ଥନ କଲେ
ରିପୋର୍ଟ :ରଶ୍ମିରଂଜନ ମିଶ୍ର
Avnews24
ଭୁବନେଶ୍ୱର