ବଜେଟ ସଭା ଏବେ ଲୋକାଭିମୁଖୀ ହେବ...

Mar 31, 2026 - 10:24
 2
ବଜେଟ ସଭା ଏବେ ଲୋକାଭିମୁଖୀ ହେବ...

ବଜେଟ ସଭା ଏବେ ଲୋକାଭିମୁଖୀ ହେବ...

ପ୍ରତି ଜିଲ୍ଲା ସ୍ତରରେ ବଜେଟ ସଭା ଅନୁଷ୍ଠିତ ହେବ 

ତତ ସହିତ ପ୍ରତ୍ୟେକ ULB, ବ୍ଲକ ଓ ପଞ୍ଚାୟତରେ ମଧ୍ ବଜେଟ ସଭା କରିବାକୁ ନିର୍ଦେଶନାମା ଜାରୀ 

କେନ୍ଦ୍ର ଓ ରାଜ୍ୟ ବଜେଟ୍ ବାବଦରେ ଲୋକଙ୍କୁ ସଚେତନ କରାଯିବ

ଲୋକାଭିମୁଖୀ ପଦକ୍ଷେପ ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନ କରାଯିବ

ବିକାଶ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ନେଇ ବଜେଟ୍ ସଭା ହେବ