ବନ୍ଦେ ଭାରତ ସ୍ମିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ବିନୀ ବୈଷ୍ଣବ

Feb 5, 2026 - 08:54
Feb 5, 2026 - 09:00
 9
ବନ୍ଦେ ଭାରତ ସ୍ମିପର  ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ବିନୀ ବୈଷ୍ଣବ

ବନ୍ଦେ ଭାରତ ସ୍ମିପର  ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ବିନୀ ବୈଷ୍ଣବ

ବନ୍ଦେ ଭାରତ ସ୍ମିପର ପାଇଁ । ନୂତନ ରୋଲିଂ ଷ୍ଟକର ବିକାଶ ପ୍ରକ୍ରିୟାରେ ବୈଷୟିକ ନବସୃଜନ, ରଣନୈତିକ ଯୋଜନା ଓ ଉତ୍ପାଦନ -ଏ ତିନୋଟିକୁ ଏକ ସାମଗ୍ରିକ ଆଭି ଆଭିମୁଖ୍ୟରେ ସମନ୍ବୟ କରାଯିବା ଆବଶ୍ୟକ, ଯାହା ଯାତ୍ରୀମାନଙ୍କୁ ନିରାପଦ, ବିଶ୍ବସନୀୟ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବ। ରିବ। ଏହି ପ୍ରକ୍ରିୟାରେ ମୂଳ ଢାଞ୍ଚାର ବିକାଶ, ବ୍ୟାପକ ପରୀକ୍ଷଣ ଏବଂ ସଫଳ ପରୀକ୍ଷଣ ପରେ ସିରିଜ୍ ଉତ୍ପାଦନକୁ ଅନ୍ତର୍ଭୁକ୍ତ କରାଯ ରାଯାଇଛି।

ବନ୍ଦେ ଭାରତ ସ୍ମିପର ଟ୍ରେନ୍ ଉତ୍ପାଦନ କାର୍ଯ୍ୟକ୍ରମ ଚେନ୍ନାଇର ବିଇଏମଏଲ ଏବଂ ଇଣ୍ଡିଗ୍ରାଲ କୋଚ୍ ଫ୍ୟାକ୍ଟି ଏବଂ ଟେକ୍ନୋଲୋଜି ଅଂଶୀଦାରମାନଙ୍କ ଦ୍ବାରା ମୂଳ ଢାଞ୍ଚାର ବିକାଶ, ପରୀକ୍ଷଣ ଏବଂ ସିରିଜ୍ ଉତ୍ପାଦନ ମାଧ୍ୟମରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଛି।

ଚାହିଦା ଏବଂ ପରିଚାଳନା ପ୍ରସ୍ତୁତି ଆଧାରରେ ପର୍ଯ୍ୟାୟକ୍ରମେ ନିୟମିତ ଯାତ୍ରୀ ସେବାରେ ଏହି ଟ୍ରେନ୍ ସେଟଗୁଡ଼ିକୁ ସାମିଲ କରାଯିବ। ଉତ୍ପାଦନ ପାଇଁ ମୋଟ ଟ ୨୬୦ଟି ୨୬ ରେକ୍ ବିଶିଷ୍ଟ ବନ୍ଦେ ଭାରତ ସ୍ମିପ ସ୍ମିପର ଟ୍ରେନ ସେଟର ଯୋଜନା କରାଯାଇଛି।

ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ନିରାପଦ ଓ ଆରାମଦାୟକ ଯାତ୍ରା । ଦୃଷ୍ଟିରୁ ନୂତନ ମାନଦଣ୍ଡ ସ୍ଥାପନ କରିବା ପାଇଁ, ଏହି ଟ୍ରେନ୍ ଷ୍ଟ୍ୟ ଏବଂ ଯାତ୍ରୀ ସୁବିଧା ସହିତ ହିତ ଆଧୁନିକ କୋଚ୍ ପ୍ରଦାନ କରାଯାଇଛି ଯେପରିକି: । ସେଟଗୁଡ଼ିକରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ

ଝଟ୍ କା-ମୁକ୍ତି ଅଦ୍ଧ ସ୍ଥାୟୀ କପ୍ଲର୍ ৩০° ଆଣ୍ଟି କ୍ଲାଇମ୍ବର୍

କବଚ ସହିତ ସଜ୍ଜିତ

ଘଣ୍ଟାପ୍ରତି ୧୮୦/୧୬୦ କିଲୋମିଟର ର ବେଗ ପାଇଁ ଡିଜାଇ ଇନ୍/ପରିଚାଳନା ସହିତ ଉଚ୍ଚ ଆକ୍ସିଲିରେସ

ଇ. ଏନ୍. ମାନ ଅନୁପାଳନ କରୁଥିବା କାର ବଡିର କ୍ରାସୱାର୍ଦି ଡିଜାଇନ୍

ରହିଛି ଅଗ୍ନି ନିରାପତ୍ତା ମାନର ଅନୁପାଳନ ପାଇଁ ପ୍ରତ୍ୟେ ତ୍ୟକ କୋଚର ଶେଷରେ ଅଗ୍ନି ପ୍ରସ୍ଥାନ ଦ୍ବାର ର

ଉନ୍ନତ ଅଗ୍ନି ନିରାପତ୍ତା-ବୈଦ୍ୟୁତିକ କ୍ୟାବିନେଟ୍ ৩০° ଶୌଚାଳୟରେ ଳୟରେ ଏରୋସୋଲ୍ ଆଧାରିତ ରିତ ଅଗ୍ନି ଚିହ୍ନଟ ଏବଂ ପ୍ରଶମନ ବ୍ୟବସ୍ଥା।

ଶକ୍ତି ସଂରକ୍ଷଣ ପାଇଁ ରିଜେନରେଟିଭ୍ ବ୍ରେକିଂ ସିଷ୍ଟମ୍।

ଯାତ୍ରୀ ଅଞ୍ଚଳ ଭିତରେ ସ୍ବଚ୍ଛତାର ମାନରେ ଉନ୍ନତି ଆଣିବା ପାଇଁ ବାୟୁରୁ ୯୯% କ୍ଷତିକାରକ ଜୀବାଣକୁ ନିଷ୍କ୍ରିୟ କରିବା ପାଇଁ ସ୍ବଦେଶୀ ଭାବରେ ବିକଶିତ ୟୁଭି-ସି ଲ୍ୟାମ୍ପ-ଆଧାରିତ ଜୀବାଣୁନାଶକ ପ୍ରଣାଳୀ ସହିତ ଶୀତତାପ ନିୟନ୍ତ୍ରିତ ୟୁନିଟ୍ ପ୍ରଦାନ କରାଯାଇଛି।

କେନ୍ଦ୍ରୀୟ ନିୟନ୍ତ୍ରିତ ସ୍ବୟଂଚାଳିତ ପ୍ଲଗ୍ ଡୋର୍ ଏବଂ ସମ୍ପୂର୍ଣ ସିଲ୍ ହୋଇଥ‌ିବା ବ୍ୟାପକ ଗ୍ୟାଙ୍ଗୱେ।

ସମସ୍ତ କୋଚରେ ସିସିଟିଭି ବ୍ୟବସ୍ଥା

ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀ ଏବଂ ଟ୍ରେନ୍ ମ୍ୟାନେଜର୍‌/ଲୋକୋ ପାଇଲଟଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଜରୁରୀକାଳୀନ ଟକ୍-ବ୍ୟାକ୍ ୟୁନିଟ୍।

ଦିବ୍ୟାଙ୍ଗଜନ ଯାତ୍ରୀମାନଙ୍କ ପାଇଁ, ପ୍ରତ୍ୟେକ ପାର୍ଶ୍ବରେ ଡ୍ରାଇଭିଂ କୋଚରେ ସ୍ବତନ୍ତ୍ର ଶୌଚାଳୟ ରହିଛି।

ଏୟାର କଣ୍ଡିସନିଂ, ସେଲୁନ୍ ଲାଇଟିଂ ଆଦି ଭଳି ଯାତ୍ରୀ ସୁବିଧାର ଉନ୍ନତ ଅବସ୍ଥା ତଦାରଖ ପାଇଁ କେନ୍ଦ୍ରୀୟ କୋଚ୍ ମନିଟରିଂ ସିଷ୍ଟମ୍

ଉପର ବର୍ଥକୁ ଚଢିବାକୁ ସହଜ କରିବା ପାଇଁ ସ୍ବତନ୍ତ୍ର ଭାବରେ ଡିଜାଇନ୍ ହୋଇଥ‌ିବା ସିଡି