ବର୍ଦ୍ଧିତ ବସ ଭଡା ଏବେ ଠାରୁ ଲାଗୁ ହେଲା...

May 16, 2026 - 17:19
 3
ବର୍ଦ୍ଧିତ ବସ ଭଡା ଏବେ ଠାରୁ ଲାଗୁ ହେଲା...

ଘରୋଇ ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର

ତୈଳ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ୍‌ ଭଡ଼ା

ଅର୍ଡିନାରୀ ବସ୍‌ କିଲୋମିଟର ପିଛା ୮୮ରୁ ୯୦ ପଇସାକୁ ବୃଦ୍ଧି

ଏକ୍ସପ୍ରେସ କିମି ପିଛା ୯୨ରୁ ୯୪ ପଇସାକୁ ବୃଦ୍ଧି

ଡିଲକ୍ସ ୧ ଟଙ୍କା ୨୭ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି

ଏସି ଡିଲକ୍ସ ଥିଲା ୧ ଟଙ୍କା ୫୫ ପଇସା, ୧ ଟଙ୍କା ୫୯ ପଇସା ହେଲା

ସୁପର ପ୍ରିମିୟମ କିମି ପିଛା ୬ ପଇସା ବଢ଼ି ହେଲା ୨ ଟଙ୍କା ୪୭ ପଇସା