ବ୍ୟାଙ୍କ ଅଫ୍ ବରୋଦାର ନୂତନ ଶାଖାର ଶୁଭାରମ୍ଭ...

Jun 18, 2026 - 22:17
 12
ବ୍ୟାଙ୍କ ଅଫ୍ ବରୋଦାର ନୂତନ ଶାଖାର ଶୁଭାରମ୍ଭ...

ବ୍ୟାଙ୍କ ଅଫ୍ ବରୋଦାର ନୂତନ ଶାଖାର ଶୁଭାରମ୍ଭ...

ବ୍ୟାଙ୍କ ଅଫ୍ ବରୋଦାର ନୂତନ ରେମୁଣା ଶାଖା ଭୁବନେଶ୍ଵର ଅଞ୍ଚଳର ଆଞ୍ଚଳିକ

ପ୍ରବନ୍ଧକ ଶରତ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ତା୧୮.୦୬. ୨୦୨୬ରିଖରେ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଅବସରରେ କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଜ୍ୟୋତିର୍ମୟୀ ଜେନା ଉପସ୍ଥିତ ଥିଲେ। 

ଏହି ନୂତନ ଶାଖା ବାଲେଶ୍ଵର ଜିଲ୍ଲାର ୮ମ ଶାଖା, କଟକ କ୍ଷେତ୍ରର ୭୧ତମ ଶାଖା ଓ ଓଡିଶା ରାଜ୍ୟର ୨୦୩ତମ ଶାଖା ଅଟେ । 

ଶାଖା ମୁଖ୍ୟ ସୂର୍ଯ୍ୟ ଶେଖର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଏବଂ ବହୁ ସମ୍ମାନିତ ଗ୍ରାହକ ଯୋଗଦେଇଥିଲେ।