ବାରବାଟୀରେ କ୍ରୀଡା ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି...
କଟକ: କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଡିସେମ୍ବର ୫ ଓ ୬ରେ ହେବ ଟିକେଟ ବିକ୍ରି। ସାଧାରଣ ଦର୍ଶକଙ୍କ ପାଇଁ ୬ଟି କାଉଣ୍ଡରରେ ହେବ ଟିକେଟ ବିକ୍ରି । ଡିସେମ୍ବର ୧ରେ ଅନଲାଇନରେ ବିକ୍ରି ହେବ ଟିକେଟ। ଜୋମାଟୋରେ ବିକ୍ରି ହେବ ଅନ୍ଲାଇନ୍ ଟିକେଟ।