ବିପ୍ଲବୀ ରଘୁ ମହାନ୍ତି ଏଵଂ ଦିବାକର ପରିଡାଙ୍କ ବଳିଦାନ

Apr 5, 2026 - 15:41
 21
ବିପ୍ଲବୀ ରଘୁ ମହାନ୍ତି  ଏଵଂ ଦିବାକର ପରିଡାଙ୍କ ବଳିଦାନ

ବିପ୍ଲବୀ ରଘୁ ମହାନ୍ତି ଏଵଂ ଦିବାକର ପରିଡାଙ୍କ ବଳିଦାନ (ଫାଶୀ )ଦିବସରେ ଭୁବନେଶ୍ୱରସ୍ଥିତ ୟୁନିଟ - ୯ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି |