ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରି ଜିଲ୍ଲାର ବିଜେଡି ନେତା ଏବଂ ପିଆରଆଇ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି।

Jul 24, 2026 - 17:53
 5
ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରି ଜିଲ୍ଲାର ବିଜେଡି ନେତା ଏବଂ ପିଆରଆଇ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି।

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରି ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ଏବଂ ସାଂଗଠନିକ ବ୍ୟାପାର ଉପରେ ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡ଼କାମୀଙ୍କ ନେତୃତ୍ୱରେ ମାଲକାନଗିରିର ବିଜେଡି ନେତା ଏବଂ ପିଆରଆଇ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି।