ମନ କି ବାତ ରେ ଓଡ଼ିଶାର କଫି...
ମୋଦିଙ୍କ 'ମନ କି ବାତ୍' କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା
ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ
କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ
ଚା' ସହିତ କୋରାପୁଟ କଫି କଥା କହିଲେ ମୋଦି
ଚାକିରି ଛାଡ଼ି କଫି ଚାଷରେ ମନ ବଳାଉଛନ୍ତି ଅନେକ
କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦିଙ୍କ ପ୍ରଶଂସା
ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି
ଓଡ଼ିଶାର ଗୌରବ କଫି ବୋଲି ପ୍ରଧାନ ମନ୍ତ୍ରୀ କହିଲେ