ରାଇଘର ଶାଖାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ...

Oct 15, 2025 - 15:23
 5
ରାଇଘର ଶାଖାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ...

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ

ସେବା ଓ ଦେଶ ଭକ୍ତିର ଉଦ୍ଦେଶ୍ୟ ନେଇ ନିର୍ମାଣ ହୋଇଥିବା ବେଳେ ଆଜି ୧୦୦ ବର୍ଷରେ ପହଞ୍ଚି ପାରିଛି। ରାଷ୍ଟ୍ରର ପ୍ରତ୍ୟେକଟି ମୁହୂର୍ତ୍ତରେ ସମର୍ପଣ ଭାବ ନେଇ କାର୍ଯ୍ୟ କରି ଆସିଛନ୍ତି ସଂୟ ସେବକ। ଭାରତ ମାଆ ର ସେବା କରିବା ସଂଘର ମୂଳ ଉଦ୍ଦେଶ୍ୟ ଯାହା ଶହେ ବର୍ଷ ଧରି ପାଳନ ହୋଇ ଆସୁଛି ଏବଂ ଆଗକୁ ମଧ୍ୟ ଏହି ସେବା ଅନବରତ ଭାବରେ ସଂଘ ଜାରି ରଖୂବ।