ରାଜ୍ୟର ସମସ୍ତୁ ଜିଲାରେ ଖୁବ ଶୀଘ୍ର ସରକାରୀ ଓକିଲ ନିଯୁକ୍ତ ହେବ...
ରାଜ୍ୟର ସମସ୍ତୁ ଜିଲାରେ ଖୁବ ଶୀଘ୍ର ସରକାରୀ ଓକିଲ ନିଯୁକ୍ତ ହେବ...
ଭୁବନେଶ୍ବର: ଖୁବ୍ ଶୀଘ୍ର ଓଡ଼ିଶାର ସବୁ ଜିଲ୍ଲାରେ ନିଯୁକ୍ତି ପାଇବେ ସରକାରୀ ଓକିଲ । ପ୍ରାୟ ସବୁ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ସରିଛି, କିଛି ଜିଲ୍ଲା ବାକି ଅଛି। ରାଜ୍ୟ ସରକାରଙ୍କ ପାଖରେ ଅନୁମୋଦନ ସରିଛି, କେବଳ ବିଜ୍ଞପ୍ତି ପ୍ରକାଶ ପାଇବା ବାକି ଅଛି। କିଛି ଜିଲ୍ଲାରେ ଥିବା ସମସ୍ୟା ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସମାଧାନ ହୋଇଛି। ଖୁବ୍ ଶୀଘ୍ର ବାକି ଥୂବା ସରକାରୀ ଓକିଲ ନିଯୁକ୍ତି ପାଇବେ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।