ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବାସଭବନ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବାସଭବନ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କେବଳ ଦେଶର ଗୌରବ ନୁହନ୍ତି, ସେ ମୋ ପାଇଁ ଜଣେ ସ୍ନେହମୟୀ ବଡ଼ ଭଉଣୀ।
ରାଇରଙ୍ଗପୁର ସ୍ଥିତ ତାଙ୍କ ବାସଭବନରେ ସପତ୍ନୀକ ତାଙ୍କୁ ଭେଟିବା ସହ ତାଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ମିଳିଲା।
ତାଙ୍କର ସହଜ-ସରଳ ଜୀବନଶୈଳୀ, ଆମାୟିକ ବ୍ୟବହାର ଏବଂ ସ୍ନେହ ମୋତେ ସର୍ବଦା ଅନୁପ୍ରାଣିତ କରିଥାଏ।
ବିଶେଷକରି ଓଡ଼ିଶାର ଉନ୍ନତି ଓ ପ୍ରଗତି ସମ୍ପର୍କରେ ତାଙ୍କର ମୂଲ୍ୟବାନ ମାର୍ଗଦର୍ଶନ ଆଗାମୀ ଦିନରେ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।