ସତରେ ନବୀନ ବାବୁ କଣ କରିଛନ୍ତି ଓଡିଶା ଲୋକମାନଙ୍କ ପାଇଁ ?

ସତରେ ନବୀନ ବାବୁ କଣ କରିଛନ୍ତି ଓଡିଶା ଲୋକମାନଙ୍କ ପାଇଁ ?

ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ କେମିତି ଏକ ନମ୍ବର ହେଲେ ?

ଦେଖିବା କୁ ଗଲେ କିଛି ତ ଲୋକଙ୍କ ମାନଂକ ପାଈଁ ଉନ୍ନତି ମୂଳକ କାମ କରି ନାହାନ୍ତି ???

ଲୋକଙ୍କୁ ଛତା ଜୋତା ଭତ୍ତା ଦେବାକୁ କଣ Development କୁହା ଯିବ ?

ବରଂ Development ନାମରେ ୧୦୦/- ବଜେଟ (ଅର୍ଥାତ ଯୋଉଠି ୧୦୦/- ଖର୍ଚ୍ଚ ରେ କାମ ହୋଇ ପାରିବ) ତାହାକୁ ୧୦୦୦/- କରି ଜନସାଧାରଣ ଙ୍କୁ ଭୂୟାଁ ବୁଲାଇଛନ୍ତି ନିଜ ଲୋକମାନଙ୍କୁ ଲଗାଇ।

School ଘର ଚକ୍ଚା ଚକ୍କ ଦେଖା ଗଲା କିନ୍ତୁ ପିଲାଙ୍କର ପାଠ ନାହିଁ । କ୍ଲାସରେ ଗୋଡ଼ି ମାଟି ସମସ୍ତେ ପାସ୍ !

ଡାକ୍ତର ଖାନା ରଙ୍ଗିଲା ଦେଖା ଗଲା Doctor ନାହାଁନ୍ତି; ସେଠି ପ୍ରାଇଭେଟ୍ କୁ ଯାଇ BSKY ରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଲକ୍ଷ ପତି ବନିଆ ଗଲା !!

ଟିକେ ତଳ ଲେଖାକୁ ଭଲ ଭାବେ ପଢି ବୁଝି କୁହନ୍ତୁ ଠିକ୍ ନା ଭୁଲ୍ ???

ମୁଁ କରିନାହିଁ ହୀରାକୁଦ ବନ୍ଧ

ମୁଁ କରିନାହିଁ ରାଉରକେଲା ଇସ୍ପାତ କାରଖାନା

ମୁଁ କରିନାହିଁ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର

ମୁଁ କରିନାହିଁ ଢେଙ୍କାନାଳ nalco

ମୁଁ କରିନାହିଁ ଦାମାନଯୋଡି nalco

ମୁଁ କରିନାହିଁ ପାରାଦ୍ୱୀପ ବନ୍ଦର

ମୁଁ କରିନାହିଁ ପାରାଦ୍ୱୀପ ସାର କାରଖାନା

ମୁଁ କରିନାହିଁ ତାଳଚେର ୟୁରିଆ କାରଖାନା

ମୁଁ କରିନାହିଁ ଭଦ୍ରକ ଫେକର

ମୁଁ କରିନାହିଁ ବାଲେଶ୍ଵର ବିର୍ଲା ଟାୟାର

ମୁଁ କରିନାହିଁ ମଞ୍ଚେଶ୍ୱର ରେଳଡବା କାରଖାନା

ମୁଁ କରିନାହିଁ ଚିପିଲିମା ବିଦ୍ୟୁତ ପ୍ରକଳ୍ପ

ମୁଁ କରିନାହିଁ ବାଲିମେଳା ବିଦ୍ୟୁତ ପ୍ରକଳ୍ପ

ମୁଁ କରିନାହିଁ ଅପର ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ

ମୁଁ କରିନାହିଁ ରେଙ୍ଗାଳୀ ବିଦ୍ୟୁତ ପ୍ରକଳ୍ପ

ମୁଁ କରିନାହିଁ ଅପର କୋଲାବ ବିଦ୍ୟୁତ ପ୍ରକଳ୍ପ

ମୁଁ କରିନାହିଁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ

ମୁଁ କରିନାହିଁ ହଦଗଡ ନଦୀବନ୍ଧ

ମୁଁ କରିନାହିଁ ସୁବର୍ଣ୍ଣରେଖା ନଦୀବନ୍ଧ

ମୁଁ କରିନାହିଁ ମିଗ ବିମାନ କାରଖାନା

ମୁଁ କରିନାହିଁ ଇବ ତାପଜ ବିଦ୍ୟୁତ କେନ୍ଦ୍ର

■■■■■■■■■★★★■■■■■

ମୁଁ ବନ୍ଦ କରିବାର ସୁଯୋଗ ପାଇଛି

OTM ଲୁଗା କଳ

କେନ୍ଦ୍ରାପଡା ଗାମୁଛା

ଖୋର୍ଦ୍ଧା ଗାମୁଛା

ବାରିପଦା ଗାମୁଛା

କଟକ ଚିନିକଳ

କେନ୍ଦ୍ରାପଡା ଚିନିକଳ

ବଡଚଣା ଚିନିକଳ

ଢେଙ୍କାନାଳ ଚିନିକଳ 

ଆନନ୍ଦପୁର ଚିନିକଳ

ମାଲକାନଗିରି ଚିନିକଳ

କୋରାପୁଟ ଚିନିକଳ

ନବରଙ୍ଗପୁର ଚିନିକଳ

ବଲାଙ୍ଗୀର ଚିନିକଳ

ପୋଡ଼ ବାହାଲ ଚିନିକଳ

ବଉଦ ଚିନିକଳ

ଭଞ୍ଜନଗର ଚିନିକଳ

ଗଞ୍ଜାମ ଚିନିକଳ

ପୁରୀ ଚିନିକଳ

ନୟାଗଡ ଚିନି କଳ

ଭଦ୍ରକ ଚିନିକଳ

ଯାଜପୁର ଚିନିକଳ

ବସ୍ତା ଝୋଟ କଳ

ବାଲିଆପାଳ ସୂତା କଳ

ତାଳସାରି (ଭୋଗରାଇ)ଚମଡା କାରଖାନା 

ବାରିପଦା ଚିନିକଳ

ଧାନମଣ୍ଡଳ ଝୋଟକଳ

କୋଣାର୍କ ଟିଭି

ଇଡିକଲ ସିମେଣ୍ଟ

ମୁଁ ବନ୍ଦ କରିଛି ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ,କଳିଙ୍ଗନଗର ର ଷ୍ଟିଲ ପ୍ଳାଣ୍ଟ ଇତ୍ୟାଦି ଇତ୍ୟାଦି

■■■■★★★★■■■■

ଓଡ଼ିଶାବାସୀଙ୍କୁ ଦେଇଛି

ରାସନ ଚାଉଳ ରେ ୨ଟଙ୍କା ସବ୍ସିଡ

ଛତା ଯୋଜନା

ଜୋତା ଯୋଜନା

ସାଇକେଲ ଯୋଜନା

ପିଠା ଯୋଜନା

କାଳିଆ ଯୋଜନା

ବଳିଆ ଯୋଜନା

ହରିଶ୍ଚନ୍ଦ୍ର ଯୋଜନା

ମମତା ଯୋଜନା 

ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଇତ୍ୟାଦି ଇତ୍ୟାଦି

■■■■★★★★■■■■

କେନ୍ଦ୍ର ସରକାର ଦେଇଛନ୍ତି

ମନରେଗା ଯୋଜନା

ଦାରିଦ୍ର୍ୟ ଦୂରୀକରଣ ଯୋଜନା

ସୂଚନା ଅଧିକାର ଆଇନ

ମତ୍ସଜୀବୀ ଉନ୍ନତି ଯୋଜନା

ଶ୍ରମିକ କଲ୍ୟାଣ ଯୋଜନା 

ଜାତୀୟ ରାଜପଥ ଯୋଜନା

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା

ସର୍ବଶିକ୍ଷା ଯୋଜନା

ମଧ୍ୟାହ୍ନ ଭୋଜନ ଯୋଜନା

ଅଙ୍ଗନବାଡି ଯୋଜନା

ଖାଦ୍ୟ ସୁରକ୍ଷା ଯୋଜନା

ପ୍ରଧାନମନ୍ତ୍ରୀ ସଡକ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଉଜ୍ଵଳା ଯୋଜନା

କୃଷକ ଉନ୍ନତି ଯୋଜନା

ଫସଲ ବୀମା ଯୋଜନା

ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା

ଜନଧନ ଯୋଜନା

■■■★★★★★■■■■■

ତଥାପି ମୁଁ ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି କ୍ଷମତାର କେନ୍ଦ୍ର ବିନ୍ଦୁରେ ବସିଛି।ମୋ ଶାସନ କାଳରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ଭ୍ରଷ୍ଟାଚାର ଘୋଟାଲା ହୋଇଥିଲେ ମଧ୍ୟ ମୋ ଉପରେ ଅଧିକ ବିଶ୍ୱାସ କରିବା ଏଇଟା ହେଉଛି ରାଜ୍ୟ ବାସୀଙ୍କର ସରଳ ବିଶ୍ୱାସ।ଖଣି,ପାଣି ଜଙ୍ଗଲ,ଜମି ଲୁଟ ରେ ମୁଁ ଏକ ନମ୍ବର।ମୋ କାର୍ଯ୍ୟକାଳ ସମୟରେ ରାଜନେତା ଅପେକ୍ଷା ସରକାରୀ ଚାକିରିଆ ମାନେ ସର୍ବଶକ୍ତିମାନ।ଲକ୍ଷ ଲକ୍ଷ ଯୁବକ ମାନଙ୍କୁ ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ହୋଇ କାମ କରିବାକୁ ବାଧ୍ୟ କରିଛି। ତଥାପି ମୋତେ ବାରମ୍ବାର ନିର୍ବାଚିତ କରିବାର ରଣ କୌଶଳ ତିନି ମହଲାରେ ବସୁଥିବା ସଚିବ ମାନଙ୍କୁ ଯଥେଷ୍ଟ ଜଣା। ମହିଳାଙ୍କୁ ରୋଜଗାର ଦେବି କହି ସରକାରୀ ମିଟିଂ ଓ ବିଜେଡି ପାର୍ଟି ମିଟିଂ କୁ ଅଟୋର ବୋହି ଆଣିଛି।ଦୁଇ ଶହ ଟଙ୍କା ଓ ଖାଇବାକୁ ଦେଇ ସେମାନଙ୍କ ଭୋଟ ହାତେଇ ନେଇଛି।କିପରି ଅର୍ଥ ଖର୍ଚ୍ଚ କରି ଜାତୀୟ ଓ ଆନ୍ତର୍ଜାତୀୟ ଉପାଧି କିଣି ନିଜକୁ ପ୍ରଚାର ପ୍ରସାର କରାଇବି ସେ ଫର୍ମୁଲା ମୋ ସଚିବ ମାନଙ୍କ ଦ୍ବାରା କରେଇଚି।କେନ୍ଦ୍ର ସରକାରଙ୍କୁ ବଶ କରିବାକୁ ମୋ ସଚୀବ ଭିକେ ପାଣ୍ଡିଆନ କୁ ଲଗେଇ କମ୍ପାନୀ ମାନଙ୍କ ଠାରୁ ଚାନ୍ଦା ନେଇଛି ଖର୍ଚ୍ଚ କରିଛି।ସେଥିପାଇଁ ତ

*ମୁଁ ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀ*

*ମୁଁ ଆଦର୍ଶ ମୁଖ୍ୟମନ୍ତ୍ରୀ*

*ମୁଁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ*

*ମୁଁ ଏକ ନମ୍ବର ମୁଖ୍ୟମନ୍ତ୍ରୀ*

                    *-ଜୟ ଓଡିଶା-*

                    *-ଜୟ ଓଡିଆ-*