ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା...
ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା...
ନବଜାତ ଶିଶୁଠାରେ ଵାତମାରିବା,
ନିସ୍ତେଜହେବା,
ନିଶ୍ୱାସ ନେବା ସମୟରେ ଛାତିର ତଳଭାଗ ଭିତରକୁ ପଶିଯିବା,
ଦେହ ଥଣ୍ଡାଲାଗିବା କିମ୍ବା
ଜ୍ୱରହେବା
ମା କ୍ଷୀର ନଖାଇପାରିବା ଆଦି ବିପଦସଙ୍କେତ ଦେଖାଦେଲେ
ସେ ସବୁ ନିମୋନିଆ ର ଲକ୍ଷଣ ଅଟେ
ଅବହେଳା ନ କରି ତୁରନ୍ତ ଡାକ୍ତରଖାନା ନିଅନ୍ତୁ ଓ ଚିକିତ୍ସା କରାନ୍ତୁ ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା