ଆଜିଠାରୁ ଆରମ୍ଭ ହୋଇଛି ସାରା ରାଜ୍ୟରେ ନବରାତ୍ର ପାର୍ବଣ ମହୋତ୍ସବ |

Sep 22, 2025 - 14:59
 10
ଆଜିଠାରୁ ଆରମ୍ଭ ହୋଇଛି ସାରା ରାଜ୍ୟରେ ନବରାତ୍ର ପାର୍ବଣ ମହୋତ୍ସବ |

ଆଜିଠାରୁ ଆରମ୍ଭ ହୋଇଛି ସାରା ରାଜ୍ୟରେ ନବରାତ୍ର ପାର୍ବଣ ମହୋତ୍ସବ |

ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥୁରୁ ହୁଏ ଆରମ୍ଭ 

ସେହି ଦଶମୀ ତିଥିରେ ହିଁ ହୁଏ ଶେଷ 

ଦୀର୍ଘ ୯ ଦିନ ଧରି ପୂଜା ପାଳିତ ହୋଇଥାଏ 

ପ୍ରତ୍ୟକ ଦିନ ଏକ ନିର୍ଦ୍ଧାରିତ ରୂପ କୁ ହିଁ ପୂଜା କରାଯାଇଥାଏ 

ଦେବୀ ଦୁର୍ଗତିନାଶିନୀ ଙ୍କର ରୂପ ହିଁ ସର୍ବଦା ହୋଇଥାଏ ପୂଜ୍ୟ 

କଟକରେ ହରଚଣ୍ଡୀ ବେଶରେ ପୂଜା ହେଉଥିବା ବେଳେ ମା ସାରଳାଙ୍କ ପୀଠରେ ସ୍ୱତନ୍ତ୍ର ନୀତିରେ ହିଁ ହୋଇଥାଏ ପୂଜା 

 ଏବେ ଠାରୁ ଆରମ୍ଭ ହେଉଛି ଗହଳି ଚହଳି.