ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୧୨ ତାରିଖ ୨୦୨୬ ମସିହା (ବୁଧବାର)
ଶକାବ୍ଦ -୧୯୪୮
ସମ୍ବତ୍ -୨୦୮୩
ଦିଲ୍ଲୀଶ୍ବରାବ୍ଦ -୧୪୩୩
ସମ୍ବତ୍ସର- ରୌଦ୍ର
ଶ୍ରାବଣମାସ- କୃଷ୍ଣପକ୍ଷ
ତିଥି- ଅମାବାସ୍ୟା ରାତ୍ରି ଘ୧୧/୧୬ ଗତେ ପ୍ରତିପଦ
ନକ୍ଷତ୍ର- ପୁଷ୍ୟା ଦିବା ଘ୦୮/୫୪ ଗତେ ଅଶ୍ଳେଷା
ଚନ୍ଦ୍ର- କର୍କଟ
ଯୋଗ- ବ୍ୟତିପ।ତ
କରଣ - ଚତୁଷ୍ପଦ
ସୌରମାସ- କର୍କଟ ୨୭ ଦିନ
ସୂର୍ୟୋଦୟ- ପ୍ରାତଃ ଘ୦୫/୨୯/୨୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୩
ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୧୧/୧୬ ଗତେ ପୂର୍ବେ
କର୍କଟ ରାଶିର ଘାତବାର
ଅମାବାସ୍ୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୮ ମଧ୍ୟେ
ବାରବେଳା- ଦିବା ଘ୧୧/୫୦ ଗତେ ଘ୦୧/୨୭ମଧ୍ୟେ
ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୦୬ ମଧ୍ୟେ ଓ ରାତ୍ରି ଘ୦୭/୦୨ ଗତେ ଘ୦୯/୧୭ ମଧ୍ୟେ ଓ ଘ ୦୨/୧୫ ଗତେ ଘ୦୫/୨୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଅଦ୍ୟ ଆମିଷ ଭକ୍ଷଣ ନିଷେଧ