ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ଅଗଷ୍ଟ ମାସ ୨୫ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୩*
*ସମ୍ବତ୍ସର- ରୌଦ୍ର*
*ଶ୍ରାବଣମାସ- ଶୁକ୍ଳପକ୍ଷ*
*ତିଥି- ଦ୍ୱାଦଶୀ ଦିବା ଘ୦୬/୧୮ ଗତେ ତ୍ରୟୋଦଶୀ*
*ନକ୍ଷତ୍ର- ଉତ୍ତରାଷାଢା ରାତ୍ରି ଘ୧୧/୩୫ ଗତେ ଶ୍ରବଣ।*
*ଚନ୍ଦ୍ର- ମକର*
*ଯୋଗ- ଆୟୁସ୍ମ।ନ୍*
*କରଣ - ବାଳବ*
*ସୌରମାସ- ସିଂହ ୦୯ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୩୩/୨୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୦୨
*ଯୋଗିନୀ ନିରୁତକୋଣେ.ଦିବା ଘ୦୬/୧୮ ଗତେ ଦକ୍ଷିଣେ*
*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*
*ସିଂହ ରାଶିର ଘାତବାର*
*ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୃତେ ତ୍ରି ପାଦ ଦିବା ଘ୦୬/୧୮ ଗତେ ଦ୍ୱିପାଦ ରାତ୍ରି ଘ୧୧/୩୫ ଗତେ ଏକପାଦ ପୁଷ୍କର ଦୋଷ*
କାଳବେଳା-ଦିବା ଘ୦୧/୨୦ ଗତେ ଘ୦୨/୫୬ ମଧ୍ୟେ
ବାରବେଳା- ଦିବା ଘ୦୭/୦୬ ଗତେ ଘ୦୮/୪୩ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୪ ଗତେ ଘ୧୦/୨୦ ମଧ୍ୟେ ଓ ଘ୧୨/୪୩ ଗତେ ଘ୦୧/୧୯ ମଧ୍ୟେ ଓ ଘ୦୩/୦୮ ଗତେ ଘ୦୪/୪୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।-
ନ।ସ୍ତି
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ*