ଆଜିର ଦିନ ଚର୍ଚ୍ଚା
ଆଜିର ଦିନ ଚର୍ଚ୍ଚା
ଆଜି ସେପ୍ଟେମ୍ବର ମାସ ୨୯ ତାରିଖ ୨୦୨୬ ମସିହା (ମଙ୍ଗଳବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- କୃଷ୍ଣପକ୍ଷ*
*ତିଥି- ତୃତୀୟା ଅପରାହ୍ନ ଘ୦୫/୨୧ ଗତେ ଚତୁର୍ଥୀ*
*ନକ୍ଷତ୍ର- ଅଶ୍ୱିନୀ ଦିବା ଘ୦୯/୫୦ ଗତେ ଦ୍ୱିଜା*
*ଚନ୍ଦ୍ର- ମେଷ*
*ଯୋଗ- ବ୍ୟାଘାତ*
*କରଣ - ବାଣିଜ୍ୟ*
*ସୌରମାସ- କନ୍ୟା ୧୩ ଦିନ*
ସୂର୍ୟୋଦୟ- ପ୍ରାତଃ ଘ୦୫/୪୧/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୫୨
*ଯୋଗିନୀ ଅଗ୍ନିକୋଣେ ଅପରାହ୍ନ ଘ୦୫/୨୧ ଗତେ ନୈରୁତେ*
*ମେଷ ରାଶିର ଘାତଚନ୍ଦ୍ର*
*ମକର ରାଶି ର ଘାତବାର*
*ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ମୄତେ ଏକପାଦ ପୁଷ୍କରଦୋଷ*
କାଳବେଳା-ଦିବା ଘ୦୧/୦୫ ଗତେ ଘ୦୨/୩୬ ମଧ୍ୟେ
ବାରବେଳା - ଦିବା ଘ୦୭/୧୧ ଗତେ ଘ୦୮/୪୩ ମଧ୍ୟେ
????ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୯ ମଧ୍ୟେ ଓ ଘ୦୮/୪୪ ଗତେ ଘ୧୧/୧୭ ମଧ୍ୟେ ରାତ୍ରି ଘ୦୮/୦୦ ଗତେ ଘ୦୮/୪୯ ମଧ୍ୟେ
????ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୦୪ ଗତେ ଘ୦୫/୫୯ ମଧ୍ୟେ
ଆଜି ପୋଟଳ ଭକ୍ଷଣ ନିଷେଧ