ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ I
ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ
????ଆସନ୍ତା ନଭେମ୍ବର ୧ରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ
????ନଭେମ୍ବର ୧ରୁ ଆରମ୍ଭ ହୋଇ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ
????କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ
????ଅନୁମୋଦିତ ପ୍ୟାକ୍ସ/ଲ୍ୟାମ୍ପ୍ସ/WSHG/ ପାଣି ପଞ୍ଚାୟତରେ ପଞ୍ଜୀକରଣ ହେବ
????ଖରିଫ୍ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜୀକରଣ ନୂଆ କରି ହେବ
????ଚାଷୀ ଓ ଭାଗ ଚାଷୀଙ୍କ ଆଧାର-eKYC ମାଧ୍ୟମରେ ପଞ୍ଜୀକରଣ ହେବ
????ଜେଜେ ବାପାଙ୍କ ନାମରେ ଜମି ଥିଲେ ମଧ୍ୟ E- KYC ଦ୍ୱାରା ହୋଇ ପାରିବ ପଞ୍ଜିକରଣ
????ଧାନ ବିକ୍ରି ପାଇଁ ଆଧାର ହିଁ ହେବ ଏକମାତ୍ର ପରିଚୟ ପତ୍ର