ଓଡିଶା ସରକାର ପାଳନ କରିବେ "ଓଡ଼ିଆ ପକ୍ଷ"
ଓଡିଶା ସରକାର ପାଳନ କରିବେ "ଓଡ଼ିଆ ପକ୍ଷ"
ଏହା ଦୀର୍ଘ ୧୪ ଦିନ ଧରି ଚାଲିବ
ଏହା ଏପ୍ରିଲ ୧ ତାରିଖ 'ଉତ୍କଳ ଦିବସ' ରୁ ଆରମ୍ଭ ହେବ
ଏପ୍ରିଲ ୧୪ ପଣା ସଂକ୍ରାନ୍ତିରେ ଶେଷ ହେବ
ଏପ୍ରିଲ ୧୪ ଓଡ଼ିଆ ମାସର ନୂଆ ବର୍ଷ ରୂପେ ମଧ୍ୟ ପାଳନ କରାଯିବ
ଆରମ୍ଭରୁ ଶେଷ ଯାଏଁ ପ୍ରତ୍ୟକ ଦିନ ଗୋଟିଏ ଗୋଟିଏ 'ଘଟଣା କ୍ରମ' ରୂପେ ପାଳନ କରାଯିବାକୁ ବିଧିବଦ୍ଧ ଭାବେ ସ୍ଥିର ହୋଇଛି