କଟକ ସହର ହୋଲି ପାଇଁ ପୁରା ପୋଲିସ ନଜରରେ...

Mar 3, 2026 - 15:28
 11
କଟକ ସହର ହୋଲି ପାଇଁ ପୁରା ପୋଲିସ ନଜରରେ...

କଟକ ସହର ହୋଲି ପାଇଁ ପୁରା ପୋଲିସ ନଜରରେ..

ହୋଲି ପାଇଁ କଟକରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। 

ପେଟ୍ରୋଲିଂ କଡାକଡି କରାଯିବ।

ନଦୀ କୂଳରେ ମଧ୍ୟ ପୋଲିସ ମୁତୟନ ହେବେ।

ନଦୀରେ ନଗାଧେଇବା ପାଇଁ କଟକ ଅନୁରୋଧ କରିଛି ପୋଲିସ।

ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ନଜର ରଖାଯିବ।