ଗ୍ୟାସ ଦରରେ ଘଟିଛି ବୃଦ୍ଧି...
ବଢ଼ିଲା ସିଏନଜି ଓ ପିଏନଜି ଦର।
ସିଏନଜି କିଲୋଗ୍ରାମ ପିଛା ୧ ଟଙ୍କା ବୃଦ୍ଧି ପାଇଛି।
ଗତକାଲି ୯୪ ଟଙ୍କା ଥିବାବେଳେ ଆଜି ୧ ଟଙ୍କା ବଢି ପାଇଛି।
ଏବେ ଲିଟର ପିଛା ୯୫ ଟଙ୍କା ହୋଇଛି ସିଏନଜି।
ତେବେ ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇନାହିଁ।