ଟ୍ରେନ ଯାତାୟାତ ପାଇଁ ଟିକେଟ ମୂଲ୍ୟ ବୃଦ୍ଧି .

ଟ୍ରେନ ଟିକେଟ ରେ ଘଟିଛି ମୂଲ୍ୟ ବୃଦ୍ଧି...
????ଏସି ଓ ନନ୍-ଏସି ଟିକେଟ୍ ମୂଲ୍ୟ ବୃଦ୍ଧି;
????ନନ୍-ଏସି କି.ମି ପିଛା ୧ ପଇସା ????ଏସି ୨ ପଇସା ବୃଦ୍ଧି
????୫୦୦ କି.ମି ପର୍ଯ୍ୟନ୍ତ ସେକେଣ୍ଡ କ୍ଲାସ ଟିକେଟ୍ ବୃଦ୍ଧି ହୋଇନି
????୫୦୦ କିଲୋମିଟର ପରେ କି.ମି ପିଛା ଅଧା ପଇସା ଅଧିକ
????୫୦୧ରୁ ୧୫୦୦ କି.ମି. ଦୂରତା ପାଇଁ ୫ ଟଙ୍କା ବୃଦ୍ଧି
????୧୫୦୧ରୁ ୨୫୦୦ କି.ମି. ଦୂରତା ପାଇଁ ୧୦ ଟଙ୍କା ବୃଦ୍ଧି
????୨୫୦୧ରୁ ୩୦୦୦ କି.ମି. ଦୂରତା ପାଇଁ ୧୫ ଟଙ୍କା ବୃଦ୍ଧି
????ସ୍ଲିପର କ୍ଲାସ୍ ପାଇଁ ପ୍ରତି କି.ମି ପିଛା ଅଧା ପଇସା ବୃଦ୍ଧି
????ପ୍ରଥମ ଶ୍ରେଣୀ ପାଇଁ ପ୍ରତି କି.ମି. ଅଧା ପଇସା ବୃଦ୍ଧି