ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଛନ୍ତି ଶ୍ରୀ ଶିରୀଶ ଚନ୍ଦ୍ର ମୁର୍ମୁ, ଜଣେ ସୁଯୋଗ୍ୟ ଓଡ଼ିଆ ପୁଆ ।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଛନ୍ତି ଶ୍ରୀ ଶିରୀଶ ଚନ୍ଦ୍ର ମୁର୍ମୁ, ଜଣେ ସୁଯୋଗ୍ୟ ଓଡ଼ିଆ ପୁଆ । ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବା, କେବଳ ତାଙ୍କର ସାଧନାର ପରିଣାମ ନୁହେଁ, ଏହା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ!