ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ
ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଭାବେ ବ ଘୋଷଣା ହୋଇଥିବା ଅମୃତ ଭାରତ ଟ୍ରେନ ସାରା ଦେଶରେ ଯାତ୍ରୀଙ୍କୁ ଆରାମଦାୟକ ସେବା ଯୋଗାଇ ଦେ ଦେବା ସହିତ ରେଳ ଯୋଗାଯୋଗରେ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
ବିଭିନ୍ନ ମାର୍ଗରେ ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରାଯିବା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ଏକ୍ସରେ ପୋଷ୍ଟ କରାଯାଇଥିବା ଗୋଟିଏ ଫ୍ରେଡର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପର ବ୍ୟାପକ ଲାଭ ବିଷୟରେ ଉଲ୍ଲେଖ କରିଛନ୍ତି
ପ୍ରଧାନମନ୍ତ୍ରୀ କହିଛନ୍ତି, ଯାତ୍ରୀଙ୍କ ଅନୁଭୂତି ଏବଂ ସଂଯୋଗୀକରଣରେ ସୁଧାର ଆଣିବା ଭାରତ ଟ୍ରେନଗୁଡ଼ିକ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହି ପ୍ରୋତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିବ। ବ୍ୟତୀତ, ନୂତନ ଅମୃତ
ଖୁବଶୀଘ୍ର ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ପତାକା ଦେଖାଇ ଇ ଶୁଭାରମ୍ଭ କରାଯିବ ଯାହା ସାରା ଦେଶରେ ଆଧୁନିକ ଯାତ୍ରୀବାହୀ ଟ୍ରେନର ନେଟୱାର୍କକୁ ଆହୁରି ବିସ୍ତାର କରିବ ଲି କେନ୍ଦ୍ର ରେଳମ ଅଶ୍ବିନୀ ବୈଷ୍ଣବ ଏକ୍ସରେ ଘୋଷଣା କରିଛନ୍ତି। ଶ୍ରୀ
ନୂତନ ସେବାଗୁଡ଼ିକ ଆସାମକୁ ହରିୟାଣା ଏବଂ ଉତ୍ତର ପ୍ରଦେଶ ସହିତ ଯୋଡ଼ିବ। ଅନ୍ୟପକ୍ଷରେ ଏସବୁ ଟ୍ରେନ ଆଉ କେତେକ ମାର୍ଗରେ ପଶ୍ଚିମବଙ୍ଗକୁ ତାମି ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ହାରାଷ୍ଟ୍ର, ନୂଆଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସହିତ ସଂଯୋଗ କରିବ। ଏଗୁଡ଼ିକ ମଧ୍ୟ ଭାରତର ପୂର୍ବ, ଉତ୍ତର, ଦକ୍ଷିଣ ଏବଂ ଏବଂ ପଶ୍ଚିମ ଅଞ୍ଚଳରେ ଆନ୍ତଃରାଜ୍ୟ ରେଳ ସଂଯେ ଯୋଗକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିବ।
ଏକ୍ସରେ ଏ ଏହି ମ୍ରେଡ୍ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ପୋ ଦୀ ପୋଷ୍ଟ କରିଛନ୍ତି;
ଘୋଷଣା ହୋଇଥିବା ଅମୃତ ଭାରତ ଟ୍ରେନ ସ ସାରା ଦେଶରେ ଯାତ୍ରୀଙ୍କୁ ଆରାମଦାୟକ ସେବା ନୂତନ ଭାବେ ଘେ ଯୋଗାଇ ଦେବ ବା ସହିତ ରେଳ ଯୋଗାଯୋଗ ଗାଯୋଗରେ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ବାଣିଜ୍ୟ ଓ ପର୍ଯ୍ୟଟକୁ ମଧ୍ୟ ପ୍ରୋତ୍ସାହିତ କରିବ।''