ପୁଣି ଲଢେଇ ଶୁଭେନ୍ଦୁ ଓ ମମତା...
ପୁଣି ଲଢେଇ ଶୁଭେନ୍ଦୁ ଓ ମମତା...
????ବିଜେପି ଜାରୀ କଲା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରାର୍ଥୀ ତାଲିକା
????ପ୍ରଥମ ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଲା
????ଆରମ୍ଭ ହେବାକୁ ଯାଉଛି ପଶ୍ଚିମବଙ୍ଗ ଭୋଟ ଲଢେଇ
????ମମତାଙ୍କୁ ଟକ୍କର ଦେବେ ଶୁଭେନ୍ଦୁ ଅଧିକାରୀ
????ଦୁଇଟି ଆସନ ନନ୍ଦିଗ୍ରାମ ଓ ଭବାନୀପୁର ରୁ ଲଢ଼ିବେ ବିରୋଧୀ ନେତା ଶୁଭେନ୍ଦୁ
????ଗତ ନିର୍ବାଚନରେ ଶୁଭେନ୍ଦୁ ମମତାଙ୍କୁ ହରେଇଥିଲେ ନନ୍ଦିଗ୍ରାମ ଆସନ ରେ
????