ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ

May 15, 2026 - 10:15
 5
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ

ଦ୍ବିପାକ୍ଷିକ ସହଯୋଗର ପ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ଦେ ବୈଦେଶିକ ଶିକ ମନ୍ତ୍ରୀ ଲାଭରୋଭ

ୟୁକ୍ରେନ ଓ ପଶ୍ଚିମ ଏସିଆ ପରିସ୍ଥିତି ସହ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଲାଭରୋଭ ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଦୃଷ୍ଟିକୋଣକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି

ଋଷ ସଂଘର ର ବୈଦେଶିକ ମନ୍ତ୍ରୀ, ମହାମହିମ ଶ୍ରୀ ସର୍ଗେ ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

ଡିସେମ୍ବର ୨୦୨୫ରେ ୨୩ତମ ଭାରତ ମ ଭାରତ - ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପାଇଁ ଦୁଇ ନେତାଙ୍କ ମଧ୍ୟରେ ହୋଇଥ‌ିବା ସାକ୍ଷାତ ପରଠାରୁ ଦ୍ବିପାକ୍ଷିକ ସହ ସହଯୋଗରେ ହାସଲ ହୋଇଥିବା ପ୍ରଗତି ବିଷ ବିଷୟରେ ବୈଦେ ଦଶିକ ମନ୍ତ୍ରୀ ଲାଭରୋଭ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ବୈଦେଶିକ ମନ୍ତ୍ରୀ ଲାଭରୋଭ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୟୁକ୍ରେନ ଏବଂ ପଶ୍ଚିମ ଏସିଆର ପଚି ବିଭିନ୍ନ ଆ ଆଞ୍ଚଳିକ ଏବଂ ବିଶ୍ବ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ପରିସ୍ଥିତି ସମେତ ପାରସ୍ପରିକ ସ୍ବାର୍ଥର

^ର ଦୃଷ୍ଟିକୋଣକୁ ପୁଣି ପ୍ରଧା ଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତିକୁ ସର୍ବୋତ୍ତମ ମାର୍ଗ ଭାବରେ ଆଗକୁ ନେବା ସମ୍ପର୍କରେ ଭାରତର ନିରନୃତ ଥରେ ଦୋହରାଇଥିଲେ ।

ଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ଉଷ୍ମ ଶୁଭେଚ୍ଛା ଜଣାଇବାକୁ ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କୁ ଅ କରିଥିଲେ । ଅନୁରୋଧ