ବାଲ୍ୟବିବାହ ମୁକୁ ଭାରତ ପାଇଁ 100 ଦିନିଆ ସଘନ ସଚେତନତା ଅଭିଯାନ ଆରମ୍ଭ କଲା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ
ବାଲ୍ୟବିବାହ ମୁକୁ ଭାରତ ପାଇଁ 100 ଦିନିଆ ସଘନ ସଚେତନତା ଅଭିଯାନ ଆରମ୍ଭ କଲା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ
ବାଲ୍ୟବିବାହ ଆଇନର ଉଲଂଘନ ଏବଂ ନୈତିକ ଅବିଚାର: ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ
ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ବାଲ୍ୟବିବାହ ମୁକ୍ତ ଭାରତ ନିର୍ମାଣ ପାଇଁ କାମ କରିବାକୁ ଅନୁରୋଧ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
ନୂଆଦିଲ୍ଲୀ, 4 ଡିସେମ୍ବର:
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଆଜି (4 ଡିସେମ୍ବର 2025) ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ 100 ଦିନିଆ ସଘନ ସଚେତନତା ଅଭିଯାନ ଆରମ୍ଭ କରିଛି। ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରଥମ ବାର୍ଷିକୀ ଅବସରରେ ଏହି ଅଭିଯାନ ଆରମ୍ଭ କରାଯାଇଛି । କେନ୍ଦ୍ର ମହିଳା ৩৫° ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମହିଳା ' ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଉପସ୍ଥିତ ଥିଲେ।
କେନ୍ଦ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏପରି ଏକ ଭାରତ ନିର୍ମାଣ ପାଇଁ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଇଛନ୍ତି ଯେଉଁଠି ପ୍ରତ୍ୟେକ ଝିଅ ଓ ପ୍ରତ୍ୟେକ ପୁଅ ସମ୍ମାନ, ସୁରକ୍ଷା ଏବଂ ସମାନ ଅଧିକାର ନାର ସହିତ ସେମାନଙ୍କର ଭବିଷ୍ୟତ ଗଠନ କରିପାରିବେ। ସେ କହିଛନ୍ତି, ଅଭିଯାନର ସଫଳତା ସମୀକ୍ଷା କରିବା ଏବଂ ଭବିଷ୍ୟତ କାର୍ଯ୍ୟର ତାଲିକା ପ୍ରସ୍ତୁତ କରିବା ପାଇଁ ଏହାର ପ୍ରଥମ ବାର୍ଷିକୀ ଏକ ଗୁରୁତ୍ବପୂର୍ଣ୍ଣ ଇଲଖୁଣ୍ଡ। ବାଲ୍ୟ ବିବାହକୁ ଆଇନର ଉଲଂଘନ ଘନ ଏବଂ ନୈତିକ ଅବିଚାର ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ସୈ ସରକାରଙ୍କ କ୍ରମାଗତ ହସ୍ତକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ ସେ କହିଥିଲେ ଏସବୁ ପଦକ୍ଷେପ ଜନ୍ମ ସମୟରେ ଲିଙ୍ଗ ଅନୁପାତରେ ସୁଧାର, ଶିକ୍ଷା ଧାର, ଶିକ୍ଷା କ୍ଷେତ୍ରରେ ଝିଅମାନଙ୍କ ନାମଲେଖା ବୃଦ୍ଧି ବୃଦ୍ଧି ଏବଂ ମହିଳାଙ୍କ ସାମଗ୍ରିକ ସଶକ୍ତିକରଣରେ ଅବଦାନ ଅବଦାନ ଦେଇଛି।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଝିଅମାନଙ୍କ ଛାତ୍ରବୃତ୍ତି ପାଇଁ 1,827 କୋଟି ଟଙ୍କା ବ୍ୟୟବର କରିଛନ୍ତି । ଏହାଦ୍ବାରା ସେମାନଙ୍କର ନିରନ୍ତର ଶିକ୍ଷା ସୁନିଶ୍ଚିତ ହୋଇପାରିବ। ସେ କହିଥିଲେ, ଭାରତର ଝିଅମାନେ ବିଶ୍ବ ସ୍ତରରେ ଉତ୍କର୍ଷ ହାସଲ କରୁଛନ୍ତି। ଏସର୍ଟିଇଏମ ଶ୍ରମଶକ୍ତିର 43% ଝିଅ ଅଛନ୍ତି । ଏହା ବିଶ୍ବ ସ୍ବରରେ ସର୍ବାଧୂକ ଅଂଶୀଦାର ମଧ୍ୟରୁ ଅନ୍ୟତମ । ଅଙ୍ଗନୱାଡି କର୍ମୀ, ଏସଏଚଜି, ଆଶା, ଏଏନ ଏନଏମ, ଶିକ୍ଷକ, ପରାମ ରାମର୍ଶଦାତା, ୱାନ୍ ଷ୍ଟପ୍ ସେଣ୍ଟର ଏବଂ ନାଗରିକ ନାଗରିକ ସମାଜ ସଂଗଠନଗୁଡ଼ିକର ଅବଦାନକୁ ।ନକୁ ସ୍ବୀକାର କରିବା ସହିତ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ର ପ୍ରଦେଶଗୁଡ଼ିକୁ ବାଲ୍ୟ ବିବାହ ହ୍ରାସ କରିବା ପାଇଁ ଇଁ କାମ କାମ କରିବାକୁ ଅନୁରୋଧ କରିଥିଲେ । ଏହାକୁ ସମ୍ପୂର୍ଣ୍ଣ ବିଲୋପ ପାଇଁ ଆହ୍ବାନ ଦେଇଥିଲେ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ଅଭିଯାନର ଗୋଷ୍ଠୀ ନେତୃତ୍ବାଧୀନ ৩০° ତୃଣମୂଳ-କେନ୍ଦ୍ରିତ ପ୍ରକୃତି ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ଠାକୁର ସମୟେ ମୟୋଚିତ ରିପୋଟିଂ ଏବଂ ନିରାକରଣରେ ପଞ୍ଚାୟତ, นศ์ ନେତା, ଯୁବ ଗୋଷ୍ଠୀ ଏବଂ ଗୋଷ୍ଠୀ । ନେଟୱା ୱାର୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ସେ ବେଟୀ ବଚାଓ ବେଟୀ ପଢ଼ାଓ, ପିଏମଏମଭିୱାଇ, ପୋଷଣ ଅଭିଯାନ ଏବଂ ୱାନ ଷ୍ଟପ୍ ସେଣ୍ଟର ଭଳି ପ୍ରମୁଖ
ଯୋଜନାଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଅନିଲ ମଲ୍ଲିକ ବାଲ୍ୟ ବିବାହ ମୁକ୍ତ ଭାରତ ପୋର୍ଟାଲ ॥ର୍ଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସାରା ଦେଶରେ 38,000 ରୁ ଅଧୂକ ବାଲ୍ୟ ବିବାହ ନିଷେଧ । ଅଧୂକାରୀ ପାଇଁ ସୁଗମ ପ୍ରବେଶକୁ ସକ୍ଷମ କରୁଛି । ସେ କହିଛନ୍ତି, 26 ଲକ୍ଷରୁ ଅଧୂକ ନାଗରିକ ଏବଂ ଛାମୁଆଁ କର୍ମୀ ଅଭିଯାନର ବିଭିନ୍ନ କାର୍ଯ୍ୟକଳାପରେ ସିଧାସଳଖ ଅଂଶଗ୍ରହଣ କରିଛନ୍ତି । ଶୁଭାରମ୍ଭ କାର୍ଯ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ସମାପ୍ତି ପାଇଁ ଜାତୀୟ ସଂକଳ୍ପ ଏବଂ ଏବଂ ତୃଣମୂଳ ସୁରର ପରିବର୍ତ୍ତନକାରୀମାନଙ୍କୁ ପ୍ରଦର୍ଶିତ କରୁଥିବା ଏକ ଏକ ସ୍ବତନ୍ତ୍ର ଚଳଚ୍ଚିତ୍ରର ପ୍ରଦର୍ଶନ କରାଯାଇଥିଲା । ଅଭିଯାନ ବିଷୟରେ ଅଧୂକ ସୂଚନା ପୋର୍ଟାଲରେ ଉପଲବ୍ଧ:
https://stopchildmarriage.wcd.gov.in/
100 ଦିନିଆ କାର୍ଯ୍ୟକ୍ରମ ତିନୋଟି ପର୍ଯ୍ୟାୟରେ ଜାରି ରହିବ। 27 ନଭେମ୍ବରରୁ 31 ଡିସେମ୍ବର ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବନ୍ଧ, ବକ୍ତୃତା ଏବଂ ମତବିନିମୟ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରାଯିବ। 1ରୁ 31 ଜାନୁଆରୀ 2026 ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଧାର୍ମିକ ନେତା, ପ୍ରଭାବଶାଳୀ ସାମାଜିକ ନେତୃବର୍ଗ, ବିବାହ ସେବା ପ୍ରଦାନକାରୀଙ୍କ ଜରିଆରେ ଶିଶୁ ଅଧିକାର, ସୁରକ୍ଷା ଏବଂ ସଶକ୍ତିକରଣ ସମ୍ପର୍କରେ ସଚେତନ କରାଯିବ। 1 ଫେବୃଆରୀରୁ 8 ମାର୍ଚ୍ଚ 2026 ମଧ୍ୟରେ ତୃତୀୟ ପର୍ଯ୍ୟାୟରେ ଗ୍ରାମପଞ୍ଚାୟତ ଏବଂ ପୌର ପରିଷଦ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଏସବୁ ଅଞ୍ଚଳକୁ ବାଲ୍ୟବିବାହ ମୁକ୍ତ ରୂପେ ଅଞ୍ଚଳ ରୂପେ ଘୋଷଣା କରାଯିବ। ଏହି ଅଭିଯାନରେ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ବୟ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି ।