ଯୁକ୍ରେନ ଓ ରୁଷ ଏକ ସଙ୍କଟ ମୁହୂର୍ତ୍ତରେ ଯୁଦ୍ଧ...

May 25, 2026 - 09:38
 14
ଯୁକ୍ରେନ ଓ ରୁଷ ଏକ ସଙ୍କଟ ମୁହୂର୍ତ୍ତରେ ଯୁଦ୍ଧ...

ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷିଆର ବଡ଼ ଧରଣର ଆକ୍ରମଣ

ନୂଆ ହାଇପରସୋନିକ୍ ଅସ୍ତ୍ର ପ୍ରୟୋଗ କରି ବ୍ୟାପକ କ୍ଷତି ଘଟାଇଲା

ଆକ୍ରମଣରେ ପ୍ରାୟ ୬୦୦ଟି ଡ୍ରୋନ୍ ଏବଂ ୯୦ଟି ମିସାଇଲ୍ ପ୍ରୟୋଗ

ଶକ୍ତିଶାଳୀ ବିସ୍ଫୋରଣ ଓ ପ୍ରଚଣ୍ଡ ଶଦ୍ଦରେ ଥରିଲା କିଭ୍‌

ଲୁକିଆନିଭସ୍କା ମେଟ୍ରୋ ଷ୍ଟେସନ୍ ନିକଟରେ ବ୍ୟବସାୟିକ କେନ୍ଦ୍ର ଧ୍ବଂସ

ରାତି ସାରା କିଭ୍‌ରେ ବିସ୍ଫୋରଣର ଶବ୍ଦ; ଅନେକ ଶିକ୍ଷାନୁଷ୍ଠାନ ଧ୍ବଂସ