ଯୋଜନା, କୁରୁକ୍ଷେତ୍ର ଏବଂ ବଂ ଏମ୍ପ୍ୟମେଣ୍ଟ୍ ନ୍ୟୁଜ୍ ଏବେ ୱେଲ୍ସ ଓଟିଟିରେ ମାଗଣାରେ ଉପଲବ୍ଧ ଇଣ୍ଡିଆ ଇୟର ବୁକ୍ ସହ ୨୨୭ ଇ-ପୁସ୍ତକ ମାଗଣାରେ ଉପଲବ୍ଧ କଲା ପ୍ରକାଶନ ବିଭାଗ

Apr 13, 2026 - 08:21
 32
ଯୋଜନା, କୁରୁକ୍ଷେତ୍ର ଏବଂ ବଂ ଏମ୍ପ୍ୟମେଣ୍ଟ୍ ନ୍ୟୁଜ୍ ଏବେ ୱେଲ୍ସ ଓଟିଟିରେ ମାଗଣାରେ ଉପଲବ୍ଧ ଇଣ୍ଡିଆ ଇୟର ବୁକ୍ ସହ ୨୨୭ ଇ-ପୁସ୍ତକ ମାଗଣାରେ ଉପଲବ୍ଧ କଲା ପ୍ରକାଶନ ବିଭାଗ

ଯୋଜନା, କୁରୁକ୍ଷେ ରୁକ୍ଷେତ୍ର ଏବଂ ବଂ ଏମ୍ପ୍ୟମେଣ୍ଟ୍ ନ୍ୟୁଜ୍ ଏବେ ୱେଲ୍ସ ଓଟିଟିରେ ମାଗଣାରେ ଉପଲବ୍ଧ ଇଣ୍ଡିଆ ଇୟର ବୁକ୍ ସହ ୨୨୭ ଇ-ପୁସ୍ତକ ମାଗଣାରେ ଉପଲବ୍ଧ କଲା ପ୍ରକାଶନ ବିଭାଗ

ଡିଜିଟାଲ ଜ୍ଞାନର ଉପଲବ୍ଧତା ଦିଗରେ ଏକ ପ୍ରମୁଖ ପ୍ରୟାସ ଭାବରେ, ପ୍ରକାଶନ ବିଭାଗ ଏହାର ପ୍ରମୁଖ ପତ୍ରିକା ଯୋଜନା, କୁରୁକ୍ଷେତ୍ର, କ୍ଷେତ୍ର, ଆଜକଲ୍ ଏବଂ ବାଲ ଭାରତୀକୁ ପ୍ରସାର ଭାରତୀର ୱେଲ୍ସ ଓଟିଟି ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ କରାଇଛି। ଏହା ସହି ସହିତ ସାପ୍ତାହିକ ଏମ୍ପ୍ୟମେଣ୍ଟ୍ ନ୍ୟୁଜ୍ ମଧ୍ୟ ଯୋଡି ହୋଇଛି। ଏହା ଦ୍ବାରା ଜ୍ଞାନର ସମୃଦ୍ଧ ଭଣ୍ଡାର ଦେଶବ୍ୟାପୀ ପାଠକଙ୍କ ନିକଟରେ ସିଧାସଳଖ ଉପଲବ୍ଧ ହେବ।

ଏହି ପଦ ଦକ୍ଷେପର ଲକ୍ଷ୍ୟ ହେଉଛି ସାରା ଦେଶରେ ପାଠକଙ୍କ ପାଇଁ ବିଶ୍ବସନୀୟ, ସୂଚନାପ୍ରଦ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ବିଷୟବସ୍ତୁର ଉପଲବ୍ଧତାକୁ ସାର୍ବଜନୀନ କରିବା। ମାସିକ ପତ୍ରିକାଗୁଡ଼ିକ ସାମାଜିକ - ଆର୍ଥିକ ସମସ୍ୟା, ଗ୍ରାମୀଣ ବିକାଶ, ସାହିତ୍ୟ ଏବଂ ଶିଶୁ ଶିକ୍ଷାର ଗଭୀର ବିଶ୍ଳେଷଣ ପାଇଁ ବ୍ୟାପକ ଭାବରେ ସ୍ବୀକୃତିପ୍ରାପ୍ତ। ଅପରପକ୍ଷରେ ଏମ୍ପ୍ଲାୟମେଣ୍ଟ୍ ନ୍ୟୁଜ୍ ନିଯୁକ୍ତି ସୁଯୋଗ, ନିଯୁକ୍ତି ବିଜ୍ଞପ୍ତି, କ୍ୟାରିଅର ମାର୍ଗଦର୍ଶନ ଏବଂ ଦକ୍ଷତା ବିକାଶ ଉପରେ ନିର୍ଭରଯୋଗ୍ୟ ଏବଂ ସମ ମୟୋଚିତ ସୂଚନା ପ୍ରଦାନ କରି ଚାକିରି ଖୋଜୁଥୁବା ଲୋକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ ସମ୍ବଳ ଭାବରେ କାର୍ଯ୍ୟ କରେ।

ଜର୍ଣ୍ଣାଲଗୁଡିକ ବ୍ୟତୀତ, ବିଭିନ୍ନ ପ୍ରକାରର ଇ- ପୁସ୍ତକର ଏକ ବ୍ୟାପକ ସଂଗ୍ରହ ୱେଭୃ ପ୍ଲାଟଫର୍ମରେ ମାଗଣାରେ ଉପଲବ୍ଧ କରାଯାଇଛି। ଏଥିରେ ପ୍ରତିଷ୍ଠିତ ଇଣ୍ଡିଆ ଇୟର ବୁକ୍, ଯାହା ଏକ ପ୍ରମୁଖ ପ୍ରକାଶନ ତଥା ଭାରତର ଶାସନ, ଅର୍ଥନୀତି ৩৫° ବିକାଶ ପଦକ୍ଷେପର ପ୍ରାମାଣିକ ଏବଂ ବିସ୍ତୃତ ବିବରଣୀ ପାଇଁ ଜଣାଶୁଣା, ତାହା ମଧ୍ୟ ଅନୁର୍ଭୁକ୍ତ । ବର୍ତ୍ତମାନ, ମୋଟ ୨୨୭ ଟି ଇ -ପୁସ୍ତକ ପାଠକମାନଙ୍କ ପାଇଁ ମାଗଣାରେ ଉପଲବ୍ଧ ହେଉଛି।

୩୦୦ ଏହାର ହାର ଡିଜିଟାଲ ଉପଲବ୍ଧତାକୁ ଆହୁରି ବିସ୍ତାର କରି, ପ୍ରକାଶନ ବିଭାଗ ଏପ୍ରିଲ ଶେଷ ସୁଦ୍ଧା ୱେଲ୍ମ ପ୍ଲାଟଫର୍ମରେ ପ୍ରାୟ ୩୦ ଛି। ଏହି ପ୍ରକାଶନଗୁଡ଼ିକୁ ଅତି ନାମମାତ୍ର ମୂଲ୍ୟରେ ଉପଲବ୍ଧ କରାଯିବ। ପ୍ରାତ୍ସାହିତ କରିବା ପାଇଁ ବିଭାଗ ଗ ପକ୍ଷରୁ ଯେଉଁ ଅତିରିକ୍ତ ଇ - ପୁସ୍ତକ ଛାଡିବାକୁ ଯୋଜନା କରୁଛି। ଏହି ପ୍ରକ ଏଗୁଡ଼ିକ ଡ଼ିକ ଯେପରି ସମସ୍ତଙ୍କ ପାଇଁ ସୁଲଭ ରହିବ ଏବଂ ଜ୍ଞାନର ର ପ୍ରସାରକୁ ପ୍ରୋତ୍ସାହିତ କରି ମିଶନ ରହିଛି ତାହାକୁ ବଜାୟ ରଖୁବ ତାହା ନିଶ୍ଚିତ କରିବ।

ଉପଲବ୍ଧତ ବୃତା ଏବଂ ପାଠକ ଠକ ସୁବିଧାକୁ ସୁବିଧାକୁ ଆହୁରି ବୃଦ୍ଧି କରିବା ପାଇଁ, ପ୍ରକାଶନ ବି ବିଭାଗ ଦ୍ବାରା ପ୍ରକାଶିତ ମୁଦ୍ରିତ ପୁସ୍ତକଗୁଡ଼ିକୁ ୱେଭୃ ପ୍ଲାଟଫର୍ମ ମାଧ୍ଯମରେ ମଧ୍ୟ କ୍ରୟ କରାଯାଇପାରିବ। ଏହି ସୁବିଧା ଓଏନଡିସି (ଓପନ୍‌ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ) ଫ୍ରେମୱାର୍କ ଅନ୍ତର୍ଗତ । ସିଏସସି ଗ୍ରାମୀଣ ଇ -ଷ୍ଟୋର୍ ମାଧ୍ଯମରେ ସକ୍ଷମ କରାଯାଉଛି। ଏହା ଗ୍ରାମାଞ୍ଚଳ ଏବଂ ଦୂରଦୂରାନ୍ତ ଅଞ୍ଚଳ ପାଇଁ ମୁଦ୍ରିତ ପୁସ୍ତକର ଅବିଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବ। ବର୍ତ୍ତମାନ ମୋଟ ସମେତ ସାରା ଦେଶରେ ପାଠକମାନଙ୍କ ୫୨୪ଟି ମୁଦ୍ରିତ ପୁସ୍ତକ କ୍ରୟ ପାଇଁ ଉପଲବ୍ଧ

ଏହି ପଦକ୍ଷେପ ପ୍ରକାଶନ ବିଭାଗର ପ୍ରକାଶନଗୁଡ଼ିକର ଉପଲବ୍ଧତାକୁ ବିସ୍ତାର କରିବା ଏବଂ ପାଠକଙ୍କର ବୃଦ୍ଧି ପାଉଥିବା ପସନ୍ଦ ପୂରଣ କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଉପଯୋଗ କରିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ। ସୁଲଭ ଦେୟଯୁକ୍ତ ବିଷୟବସ୍ତୁ ଏବଂ ମୁଦ୍ରିତ ପୁସ୍ତକଗୁଡିକର ଉପଲବ୍ଧତା ସହିତ ମାଗଣା ଡିଜିଟାଲ ଉପଲବ୍ଧତାକୁ ସମନ୍ବିତ କରି, ବିଭାଗ ଏକ ବ୍ୟାପକ ଏବଂ ସମାବେଶୀ ପଠନ ଇକୋସିଷ୍ଟମ ସୃଷ୍ଟି କରିବାକୁ ଲକ୍ଷ୍ୟ ଲକ୍ଷ୍ୟ ରଖୁଛି।

ୱେଲ୍ସ ଓଟିଟି ପ୍ଲାଟଫର୍ମରେ ବର୍ତ୍ତମାନ ଉପଲବ୍ଧ ବିସ୍ତୃତ ଶୃଙ୍ଖଳାର ଜର୍ଣ୍ଣା ଜର୍ଣ୍ଣାଲ ଏବଂ ଇ -ପୁସ୍ତକ ଦେଖ‌ିବା ପାଇଁ ତଥା ଏହି ପଦକ୍ଷେପରୁ ଲାଭ ଉଠାଇବାକୁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଉଛି।