BMC ଆଦାୟ କରିବ ଶୌଚାଳୟ ଚାର୍ଜ...
ରାଜଧାନୀ ସହରରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଦ୍ୱାରା ପରିଚାଳିତ ସାର୍ବଜନୀନ ଶୌଚାଳୟ ପାଇଁ ଏବେ ଦେୟ ଦେବାକୁ ପଡିବ।
ନାଗରିକମାନଙ୍କୁ ଶୌଚାଳୟ ସୁବିଧା ବ୍ୟବହାର କରିବା ପାଇଁ ପ୍ରତି ବ୍ୟକ୍ତି ପିଛା 5 ଟଙ୍କା ଦେବାକୁ ପଡିବ।
ତଥାପି, BMC ପରିସ୍ରାଗାର ସମ୍ପୂର୍ଣ୍ଣ ମାଗଣା ରହିବ।
ସାର୍ବଜନୀନ ପରିମଳ ସୁବିଧାଗୁଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ ନାଗରିକ ସଂସ୍ଥା ଏହି ନିଷ୍ପତ୍ତି ନେଇଛି।
ମନ ଇଛା ବ୍ୟବହାର କରି ପାରିବେନି ଶୌଚାଳୟ
ଯେତେଥର ଯିବେ ସେତେ ଥର ତଣ୍ଡ ଗଣିବା ନିଶ୍ଚିତ