କମାର୍ସିଆଲ ଗ୍ୟାସ ର ଦର ବୃଦ୍ଧି...

Jun 1, 2026 - 11:59
 8
କମାର୍ସିଆଲ ଗ୍ୟାସ ର ଦର ବୃଦ୍ଧି...

ବଢ଼ିଲା ୧୯ କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର।

ଦିଲ୍ଲୀରେ ୪୨ ଟଙ୍କା ଓ କୋଲକାତାରେ ୫୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। 

ଦିଲ୍ଲୀରେ ନୂଆ ଦର ୩୧୧୩.୫୦ ଟଙ୍କା, 

କୋଲକାତାରେ ୩୨୫୫.୫୦ ଟଙ୍କା ହୋଇଛି। 

୫ କେଜି ସିଲିଣ୍ଡର ଦର ବି ୧୧ ଟଙ୍କା ବୃଦ୍ଧି ହୋଇଥିବା ବେଳେ, ଦିଲ୍ଲୀରେ ଦର ୮୨୧ ଟଙ୍କା ୫୦ ପଇସା ହୋଇଥିବା ସୂଚନା ମିଳିଛି