କେରଳରେ ଦୁର୍ଘଟଣାରୁ ବର୍ଷିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର।

Oct 22, 2025 - 16:54
 13
କେରଳରେ ଦୁର୍ଘଟଣାରୁ ବର୍ଷିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର।

କେରଳରେ ଦୁର୍ଘଟଣାରୁ ବର୍ଷିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର। କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ ଧସିଲା। ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ୍‌ରେ ଫସିଲା ଚପର୍ ଚକ। ଲ୍ୟାଣ୍ଡିଂ ବେଳେ ଭାଙ୍ଗିଗଲା ହେଲିପ୍ୟାଡର ଏକ ଅଂଶ। କଂକ୍ରିଟ୍ ଭିତରୁ ଚପର୍‌କୁ ବାହାର କଲେ ପୋଲିସ ଓ ଅଗ୍ନିଶମ ବାହିନୀ। ବଡ଼ ଅଘଟଣକୁ ଅଳ୍ପକେ ବର୍ଷିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।